୨୦୦ ଟଙ୍କା ପାଇଁ ଦୁଇ ଭାଇଙ୍କ ମୃତ୍ୟୁ
ଯାଜପୁର: ମାତ୍ର ୨ଶହ ଟଙ୍କା ପାଇଁ ଚାଲିଗଲା ଦୁଇ ଭାଇଙ୍କ ଜୀବନ। ଯାଜପୁର ଜିଲ୍ଲା କାଳିଆପାଣି ମହ୍ଲାର ସାହି ମାଙ୍କେଡିଆ ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମଜୁରୀ ଟଙ୍କା ଭାଗ ବଣ୍ଟାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ପରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ୨ ଶହ ଟଙ୍କାକୁ ନେଇ…