Odisha Link
Bridging the Missing Links in Odisha
Browsing Tag

2021

Celebrating Koraput: The Margin…

4th Koraput Literary Festival from 26 December Odisha Governor Prof. Ganeshi Lal, Padma Shri Dr. Pratibha Ray and celebrated Telugu poet Nikhileswar to grace the closing ceremony Author Dash Benhur and Poet Hrushikesh Mallick to receive…

ଡିସେମ୍ବର ୧୧ରେ ଓଡ଼ିଶା ଶିକ୍ଷା ସମ୍ମାନ…

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଓଡ଼ିଶା ଶିକ୍ଷା ସମ୍ମାନ ୨୦୨୧ ପ୍ରଦାନ ସମାରୋହ ଚଳିତ ଡିସେମ୍ବର ୧୧ ତାରିଖ ସଂଧ୍ୟା ୬ଟା ୩୦ରେ ସ୍ଥାନୀୟ ହୋଟେଲ ଏକ୍ସେଲେନ୍ସି ପରିସରରେ ଅନୁଷ୍ଠିତ ହେବ। ଅଗ୍ରଣୀ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଏହି ଉତ୍ସବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ…

ମାଟ୍ରିକ ରେଜଲ୍ଟ: ପାସ୍ ହାର ୯୭.୮୯,…

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। କରୋନା ସଂକଟ ସମୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ହୋଇପାରି ନଥିବାରୁ ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ କରାଯାଇ ଫଳାଫଳ ପ୍ରକାଶ କରାଯାଇଛି। ରାଜ୍ୟରେ ମାଟ୍ରିକ ପରୀକ୍ଷା ପାସ୍ ହାର ୯୭.୮୯ ରହିଛି।…

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ବୋର୍ଡ କାର୍ଯ୍ୟାଳୟରେ ଫଳ ଘୋଷଣା କରାଯାଇଛି ମାଟ୍ରିକ ରେଜଲ୍ଟ। ରେଜଲ୍ଟ ପୁସ୍ତିକାକୁ ଉନ୍ମୋଚନ କଲେ ଶିକ୍ଷା ମନ୍ତ୍ରୀ ସମୀର ଦାଶ। ଚଳିତ ବର୍ଷର ପାଶ ହାର ୯୭.୮୯ ପ୍ରତିଶତ ରହିଛି। ଏଥିସହିତ ସନ୍ଧ୍ୟା ୬ଟାରେ ବୋର୍ଡ ଓ୍ବେବସାଇଟ୍‌  …

ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଦୃଶ୍ୟ…

ନୂଆଦିଲ୍ଲୀ: ଆଜି ଚଳିତ ବର୍ଷର ପ୍ରଥମ ଏବଂ ଶତାବ୍ଦୀର ବୃହତ ଚନ୍ଦ୍ର ଗହଣ ବା ବ୍ଲଡମୁନ୍। ଏହା ୨୦୨୧ ମସିହାର ଶେଷ ‘ସୁପରମୁନ୍‌’। ତେବେ ଭାରତରେ ଚନ୍ଦ୍ର ଗ୍ରହଣ ଆଂଶିକ ଦୃଶ୍ୟମାନ ହେବ। ବିଶେଷ କରି ଆଣ୍ଡାମାନ ନିକୋବର ଦ୍ୱୀପ ସମେତ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର କିଛି ଉପକୂଳ ଅଞ୍ଚଳରେ ଚନ୍ଦ୍ରଗ୍ରହଣ ଦେଖାଦେବ।…

ଟାଇମ୍‌ସ୍କେପ୍ସ୍ ୨୦୨୧ ଫେଟାଗ୍ରାଫି…

ଭୁବନେଶ୍ବର: ଫଟୋଗ୍ରାଫି ହେଉଛି ମାନବୀୟ ଅଭିବ୍ୟକ୍ତି। ଏକ ସୃଜନଶୀଳ ମାଧ୍ୟମ ଭାବରେ ଫଟୋଗ୍ରାଫି ପ୍ରାୟ ୧୮୦୦ ଦଶକରେ ବିକଶିତ ହୋଇଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା, ଏକବିଂଶ ଶତାବ୍ଦୀରେ, ଡିଜିଟାଲ୍ ଯୁଗ ଆରମ୍ଭ ହେବା ପରେ ଏହା ଏକ ଜୀବନଶୌଳୀରେ ପରିଣତ ହୋଇଛି। ଫଟୋଗ୍ରାଫିର ସମ୍ଭାବନା ଅସୀମ ହୋଇଯାଇଛି।…

ଚଳିତ ବର୍ଷ ଥରେ ହିଁ ହେବ ନିଟ୍ ପରୀକ୍ଷା:…

ନୂଆଦିଲ୍ଲୀ: ଚଳିତ ବର୍ଷ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏନ୍‌ଣ୍ଟ୍ରାନ୍ସ ଟେ‌ଷ୍ଟ(ନିଟ୍‌) ପରୀକ୍ଷା କେବଳ ଥରେ ହିଁ ହେବ। ପରୀକ୍ଷାର୍ଥୀମା‌ନେ କେବଳ ଥରେ ହିଁ ନିଟ୍ ପରୀକ୍ଷା ଦେବାର ସୁଯୋଗ ପାଇବେ ଏବଂ ଏହା ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳନା କରାଯିବ। ଏ ନେଇ କେନ୍ଦ୍ର…

୨୦୨୧ ପାଇଁ ଛୁଟି ତାଲିକା ଜାରି କଲା…

ମୁମ୍ବାଇ: ୨୦୨୧ ପାଇଁ ଛୁଟି ତାଲିକା ଜାରି କଲା ଆରବିଆଇ। ତେବେ ଆର୍‌ବିଆଇ ପକ୍ଷରୁ ଜାରି କରାଯାଇଥିବା ନୂତନ ଛୁଟି ତାଲିକାର ମୋଟ ୫୬ ଦିନ ବ୍ୟାଙ୍କ ବନ୍ଦ ରହିବ। ଏସବୁ ମଧ୍ୟରେ ଶନିବାର ଓ ରବିବାର ମଧ୍ୟ ସାମିଲ ରହିଛି। ଆର୍‌ବିଆଇଙ୍କ ନିର୍ଦ୍ଦେଶ ଅନୁସାରେ, ରବିବାର ବ୍ୟତୀତ ମାସର ୨ୟ ଏବଂ ୪ର୍ଥ ଶନିବାର…

୪ଟି ପର୍ଯ୍ୟାୟରେ ହେବ JEE (ମେନ୍)…

ନୂଆଦିଲ୍ଲୀ: ୨୦୨୧ JEE (ମେନ୍) ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆଜି ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ୍‌ JEE (ମେନ୍) ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ୨୦୨୧ JEE (ମେନ୍) ପରୀକ୍ଷା ୪ଟି ସେସନ୍‌ରେ ହେବ। ୨୦୨୧ ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ୍‌ ଓ ମେ' ରେ ହେବ JEE (ମେନ୍)…

ବିରୁଷ୍କା ଦେଲେ ଖୁସି ଖବର

ମୁମ୍ବାଇ: ବିରୁଷ୍କା ଦେଲେ ଖୁସି ଖବର। ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ନୂଆ ଅତିଥି ଘରକୁ ଆସିବା ନେଇ ସୋଶିଆଲ ମିଡିଆ ଜରିଆରେ ନିଜ ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି ବିରୁଷ୍କା। ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ, ୨୦୨୧ ରେ ନୂଆ…