ଏହି ଦେଶରେ ପୁଣି ୨୧ ଦିନିଆ ଲକ୍ଡାଉନ…
ଇସ୍ରାଏଲ୍: ବିଶ୍ୱର ବିଭିନ୍ନ ଦେଶରେ କରୋନା କାୟା ଭୟଙ୍କର ଭାବେ ବୃଦ୍ଧି ପାଉଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଦେଶରେ ପୁଣି ଥରେ ଲକ୍ଡାଉନ ଘୋଷଣା କରାଯାଉଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଇସ୍ରାଏଲରେ ଏବେ ପୁଣି ୨୧ ଦିନିଆ ଲକ୍ଡାଉନ ଘୋଷଣା ଘୋଷଣା କରାଯାଇଛି।
ଇସ୍ରାଏଲ୍…