ଉତ୍ତରପୂର୍ବ ବନ୍ଦ
ନୂଆଦିଳ୍ଲୀ: ଗତକାଲି ମଧ୍ୟରାତ୍ରରେ ଲୋକସଭାରେ ପାରିତ ହୋଇଛି ବିବାଦୀୟ ନାଗରିକତା ସଂଶୋଧନ ବିଲ୍। ଏହି ବିଲ ବିରୋଧରେ ଉତ୍ତରପୂର୍ବ ରାଜ୍ୟର ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା ହୋଇଛି। ଆଜି ବନ୍ଦକୁ କଂଗ୍ରେସ, ଏଆଇୟୁଡିଏଫ, ଅଲ ଆସାମ ଷ୍ଟୁଡେଣ୍ଟ ୟୁନିଅନ, କୃଷକ ମୁକ୍ତି ସଂଗ୍ରାମ ସମିତି, ଅଲ…