ଦୀପକ ଗୁପ୍ତାଙ୍କୁ ୩ ମାସ ଜାମିନ
ଭୁବନେଶ୍ୱର: ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ଜାମିନ। ଆଜି ହାଇକୋର୍ଟ ଦୀପକଙ୍କୁ ୩ ମାସ ଅନ୍ତରୀଣ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ନିୟମିତ ଜାମିନ ଆବେଦନ ଖାରଜ କରି କୋର୍ଟ ଦୀପକଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ଏକ କୋଟି ଟଙ୍କା ନଗଦ ଟଙ୍କା ଜମା…