ପାଠକ ବାପ-ପୁଅଙ୍କ ନାଁରେ ଆଉ ୩ ମାମଲା…
ବ୍ରହ୍ମପୁର: ପାଠକ ବାପ-ପୁଅଙ୍କ ନାଁରେ ଆଉ ୩ଟି ମାମଲା ରୁଜୁ। ଗଞ୍ଜାମର ଗୋଳନ୍ଥରା ଥାନାରେ ଆଉ ୩ଟି ମାମଲା ରୁଜୁ ହୋଇଛି। ପୂର୍ବରୁ ଗୋଳନ୍ଥରା ଥାନାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ମାମଲା ହୋଇଥିଲା। ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ଜେରା…