ରାଜ୍ୟରେ ଖୋଲାଯିବ ୩୦ଟି ସାଇନ୍ସ ପାର୍କ
ଭୁବନେଶ୍ୱର: ରାଜ୍ୟରେ ମୋଟ ୩୦ ଟି ସାଇନ୍ସ ପାର୍କ କରାଯିବା। ପ୍ରଥମ ପର୍ଯ୍ୟାୟରେ ୧୦ ଟି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୧୦ ଟି ସାଇନ୍ସ ପାର୍କ ଖୋଲିବା ନେଇ ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ଏହାସହ ଭୁବନେଶ୍ୱର ଗୋଟିଏ ସାଇନ୍ସ ପାର୍କ ରହିଛି।
ଏହାସହ ୪ଟି ସ୍ଥାନରେ ସାଇନ୍ସ ପାର୍କ କରିବା…