ହୀରାକୁଦ ଡ୍ୟାମ୍ର ୩୬ଟି ଗେଟ୍ ଖୋଲିଲା
ହୀରାକୁଦ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆହୁରି ୪ଟି ଗେଟ୍ ଖୋଲାଯାଇଛି ଫଳରେ ହୀରାକୁଦରେ ମୋଟ ୩୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାଷିତ ହେଉଛି। ଶୁକ୍ରବାର ସକାଳ ସୁଦ୍ଧା ୨୪ଟି ଗେଟ ଖୋଲାଯାଇଥିବା ବେଳେ ପରେ ୨୮ଟି,୩୨ଟି ଏବଂ…