ଖବର ୪ ମାଓବାଦୀ ନିପାତ ଛତିଶଗଡ଼: ଛତିଶଗଡ଼ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ଛତିଶଗଡ଼ ଧମତାରୀରେ ୪ ଜଣ ନକ୍ସଲ ନିପାତ ହୋଇଯାଇଛନ୍ତି । ପୁଲିସ ଏସଟିଏଫଙ୍କ ଗୁଳିରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ସେମାନଙ୍କ ନିକଟରୁ ୭ଟି ମାରଣାସ୍ତ୍ର ଜବତ କରାଯାଇଛି ।