ଜମ୍ମୁ-କଶ୍ମୀରର ୫୭୫ ଯୁବକ ଭାରତୀୟ…
ଶ୍ରୀନଗର: ଭାରତୀୟ ସେନାରେ ଯୋଗଦେଲେ ଜମ୍ମୁ-କଶ୍ମୀର ଯୁବକ। ଜମ୍ମୁ-କଶ୍ମୀରର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫୭୫ ଜଣ ଯୁବକ ଆଜି ଭାରତୀୟ ସେନାରେ ଯୋଗ ଦେଇଛନ୍ତି। ପାସିଂ ପରେଡ୍ ପରେ ଆଜି ସେମାନଙ୍କୁ ଜମ୍ମୁ-କଶ୍ମୀର ଲାଇଟ୍ ଇନ୍ଫାଣ୍ଟ୍ରିରେ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି। ଗଣମାଧ୍ୟମକୁ ଏହି…