୧୩୦ କେଜି ଗଞ୍ଜେଇ ଜବତ କଲା ଅବକାରୀ…
ଓଏଲ୍ ବ୍ୟୁରୋ : ସମ୍ବଲପୁର ଶାସନ ଥାନା ରମ୍ପେଲା ଏବଂ ମଝିପାଲିିରୁ ଗଞ୍ଜେଇ କାରବାର କରୁଥିବା ଅଭିଯୁକ୍ତଙ୍କୁ ଧରିଛି ଅବକାରୀ ଟିମ୍। ୧ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ଟିମ୍।
୩ଟି କାରରେ ୧୩୦ କିଲୋ ଗଞ୍ଜେଇ ବିଳାସପୁର ଏବଂ କୋଇଡାକୁ ଗଞେଇ ମାଫିଆ ଚାଲାଣ କରୁଥିଲେ। ଗଞ୍ଜେଇ ମାଫିଆ ୩ଟି…