ଚିନ୍ତା ବଢାଇଲେ ବ୍ରିଟେନ୍ ଫେରନ୍ତା, ୬୨…
ଭୁବନେଶ୍ବର : ବିଶ୍ବରେ କରୋନା ଭାଇରସର ନୂଆ ଷ୍ଟେନ୍ ଏବେ ଚିନ୍ତାର କାରଣ ପାଲଟିଛି। ଏହି ଭାଇରସ୍ ଖାସ୍ କରି ବ୍ରିଟେନ୍, ଦକ୍ଷିଣ ଆଫ୍ରିକା, ଇଟାଲୀ, ଡେନମାର୍କ, ଅଷ୍ଟ୍ରେଲିଆରେ ଦେଖାଦେଇଛି। ଯାହା ବର୍ତ୍ତମାନ ଚିନ୍ତାର କାରଣ ହୋଇଛି। ତେବେ ନୂଆ ଧରଣର ଏହି ଷ୍ଟେନ୍ ପରୀକ୍ଷା କରିବାକୁ ଭୁବନେଶ୍ବର…