ଜାମ୍ମୁରୁ ୭ କିଲୋ ଆଇଇଡି ଜବତ
ଜାମ୍ମୁ: ଗତକାଲି ପୁଲୱାମା ଆକ୍ରମଣକୁ ଦ୍ବିତୀୟ ବର୍ଷ ପୂରିଥିବା ବେଳେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ଗତକାଲି ଜାମ୍ମୁ ବସଷ୍ଟାଣ୍ଡ ନିକଟରୁ ସୁରକ୍ଷାକର୍ମୀମାନେ ୭କିଲୋଗ୍ରାମ ବିସ୍ଫୋରକ (ଆଇଇଡି)ଜବତ କରିଛନ୍ତି। ଏହି ଆକ୍ରମଣ ଯୋଜନାରେ ସମ୍ପୃକ୍ତ ଅଭିଯୋଗରେ ୪…