୭୩ ଟଙ୍କାରେ ବିକ୍ରି କଲେ ନିଜ କମ୍ପାନୀ
ଦୁବାଇ: ୭୩ ଟଙ୍କାରେ ବିକ୍ରି କଲେ ନିଜ କମ୍ପାନୀ। ୟୁଏଇରେ ରହି ବ୍ୟବସାୟରେ ସଫଳତା ପାଇଥିବା ଭାରତୀୟ କୋଟିପତି ବି.ଆର. ଶେଟ୍ଟିଙ୍କୁ ନିଜ କମ୍ପାନୀ ଫିନାବ୍ଲରକୁ ମାତ୍ର ୧ ଡ଼ଲାର ଅର୍ଥାତ ୭୩ ଟଙ୍କା ୨୫ ପଇସାରେ ବିକ୍ରି କରିବାକୁ ପଡିଛି।
ବି.ଆର. ଶେଟ୍ଟିଙ୍କ କମ୍ପାନୀ ଉପରେ କୋଟି କୋଟି ଡଲାର ଋଣ…