ଦେଶରେ କରୋନା ଆରୋଗ୍ୟ ହାର ୭୬.୩୦…
ନୂଆଦିଲ୍ଲୀ : ଦେଶରେ କ୍ରମାଗତ ଭାବେ କରୋନା ଆରୋଗ୍ୟ ହାର ବୃଦ୍ଧି ପାଉଛି। ଆଜି ଦେଶରେ ଆରୋଗ୍ୟ ହାର ୭୬.୩୦ ପ୍ରତିଶତରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୨୪ ଲକ୍ଷ ୬୭ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଥିବା ବେଳେ ଗତ ୨୪ ଘଣ୍ଟା ଭିତରେ ୬୩ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ବ୍ୟକ୍ତି…