ଗର୍ଭବତୀ ମହିଳାଙ୍କୁ ଅପରେସନ୍ କଲେ…
ନୂଆଦିଲ୍ଲୀ: ଡାକ୍ତରଙ୍କୁ ସାଧାରଣତଃ ରୋଗୀମାନେ ଭଗବାନଙ୍କ ଦ୍ବିତୀୟ ଅବତାର ବୋଲି ମାନିଥାନ୍ତି। ହେଲେ ଦ୍ବିତୀୟ ଭଗବାନଙ୍କ ଦାୟିତ୍ବହୀନାତ ଏବେ ସାମ୍ମାକୁ ଆସିଛି। ଆମେ ଆପଣଙ୍କୁ ଜଣାଇଦବାକୁ ଚାହୁଛୁ ସ୍ବାସ୍ଥ୍ୟ ବିଭାଗର ଅବହେଳା କଥା। ଘଟଣା ଘଟିଛି ଉତ୍ତର ପ୍ରଦେଶର ସୁଲତାନପୁରରେ। ମାର୍ଚ୍ଚ ୧୭ ତାରିଖ…