ଘରୋଇ କମ୍ପାନୀ ହାତକୁ ଯିବ ଭୁବନେଶ୍ବର…
ଭୁବନେଶ୍ବର: ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓ ଦେଶର ଆଉ ୫ଟି ବିମାନବନ୍ଦରର ଘରୋଇକରଣ କରାଯିବାକୁ ପ୍ରସ୍ତାବ ରଖିଛି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ)। ଏ ନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏଏଆଇର ନବନିଯୁକ୍ତ ଅଧ୍ୟକ୍ଷ ଅରବିନ୍ଦ ସିଂହ।
ଏକ ଜାତୀୟ ଗଣମାଧ୍ୟମ…