Odisha Link
Bridging the Missing Links in Odisha
Browsing Tag

Aam Aadmi Party

୧୦ ଦିନରେ ନିଶିକାନ୍ତଙ୍କ ଅନଶନ, ଧାରଣା…

ଭୁବନେଶ୍ବର: ଓଡ଼ିଶା ବାସୀଙ୍କ ପାଇଁ ସରକାର ୨୦୦ ୟୁନିଟ୍‌ ମାଗଣା ବିଜୁଳି ଦେବାକୁ ଦାବି କରି ଆମ୍‌ ଆଦ୍‌ମୀ ପାର୍ଟି (ଆପ୍) ଜାତୀୟ ମୁଖପାତ୍ର ତଥା ଓଡ଼ିଶା ଆବାହକ ନିଶିକାନ୍ତ ମହାପାତ୍ର ଅନଶନରେ ବସିଛନ୍ତି। ତାଙ୍କର ଧାରଣା ୧୦ ଦିନରେ ପହଞ୍ଚିଥିବା ବେଳେ ଏଥିରୁ ଓହରିଯିବାକୁ ଦଳର ଜାତୀୟ ଆବାହକ ତଥା ଦିଲ୍ଲୀ…

କଂଗ୍ରେସ ଛାଡ଼ିବେ ସିଦ୍ଧୁ !

ନୂଆଦିଲ୍ଲୀ: କଂଗ୍ରେସ ଛାଡି ପାରନ୍ତି  ପୂର୍ବତନ କ୍ରିକେଟର ତଥା ପଞ୍ଜାବର ବିଧାୟକ ନବଜୋତ ସିଂହ ସିଦ୍ଧୁ। ସିଦ୍ଧୁ ଏବେ କଂଗ୍ରେସ ଛାଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟିରେ ଯୋଗ ଦେବା ପାଇଁ ଯୋଜନା କରୁଥିବା ନେଇ ଚର୍ଚ୍ଚା ହେଉଛି। ସିଦ୍ଧୁଙ୍କ ଦଳ…

ଶପଥ ଗ୍ରହଣ ଉତ୍ସବକୁ କୁନି…

ନୂଆଦିଲ୍ଲୀ: ଆସନ୍ତା ୧୬ରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ। କେଜ୍ରିୱାଲଙ୍କ ଶପଥ ଗ୍ରହଣ ସମାରୋହ ଦିଲ୍ଲୀର ରାମଲୀଲା ମୈଦାନରେ ହେବ। ଏଥି ନେଇ ପାର୍ଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ସବୁଠାରୁ ବଡ କଥା ହେଉଛି, ଏଥର ଦିଲ୍ଲୀ ରାଜ୍ୟ ସରକାରଙ୍କ…

ଆପ୍‌ ବିଧାୟକଙ୍କୁ ଗୁଳିମାଡ, କର୍ମୀଙ୍କୁ…

ନୂଆଦିଲ୍ଲୀ: ଦିଲ୍ଲୀରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଆମ୍‌ ଆଦ୍‌ବୀ ପାର୍ଟି ବିଧାୟକ ମହରୌଲିର ନରେଶ ଯାଦବଙ୍କୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ କରିଛନ୍ତି ଏବଂ ତାଙ୍କ ସାଥୀରେ ଥିବା ଜଣେ କର୍ମୀଙ୍କୁ ହତ୍ୟା କରାଯାଇଛି।…

ଏବେ କାମ୍‌ କି ରାଜନୀତି: କେଜରିଓ୍ବାଲ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ବହୁମତରେ ବିଜୟ ସ୍ପଷ୍ଟ ହେବା ପରେ ଦଳୀୟ କାର୍ଯ୍ୟାଳୟରୁ କର୍ମୀ ଓ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ବିଜୟ ଅଭିଭ‌ାଷଣ ରଖିଛନ୍ତି ଅରବିନ୍ଦ କେଜ୍ରିୱାଲ୍। ଭାରତ ମାତା କି ଜୟ, ଇନ୍‌କିଲାବ୍ ଜିନ୍ଦାବାଦ୍, ବନ୍ଦେ ମାତରମ୍‌ ସ୍ଲୋଗାନରୁ ଭାଷଣ ଆରମ୍ଭ କରି କେଜ୍ରିୱାଲ୍‌…

ଦିଲ୍ଲୀରେ ତୃତୀୟ ଥର ସରକାର ଗଢିବ ଆମ…

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ ସରକାର ଗଢିବ ଆମ ଆଦମୀ ପାର୍ଟି। ସବୁ କଳ୍ପନା ଜଳ୍ପନାର ଏକ ପ୍ରକାର ଅନ୍ତ ଘଟିଛି। ଆମ୍‌ ଆଦ୍‌ମୀ ପାର୍ଟି ଦିଲ୍ଲୀରେ ସରକାର ଗଠନ କରିବା ନେଇ ସ୍ପଷ୍ଟ ହୋଇଛି। ଅରବିନ୍ଦ କେଜରିୱାଲ ତୃତୀୟ ଥର ପାଇଁ ଦିଲ୍ଲୀରେ ସରକାର ଗଢିବେ। ମୋଟ ୭୦ ଆସନ ମଧ୍ୟରୁ ଆପ୍‌ ଆବଶ୍ୟକତା ଠାରୁ…

ଆପ୍‌କୁ ଶୁଭେଚ୍ଛା ଜଣାଇ ପରାଜୟ ସ୍ୱୀକାର…

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣିତି ଚାଲିଛି। ଭୋଟ ଗଣତି ଟ୍ରେଣ୍ଡରୁ ଆପ୍ ୫୮ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ମାତ୍ର ୧୨ଟି ଆସନରେ ଲିଡ୍‌ କରୁଛି ଏବଂ କଂଗ୍ରେସ ତାର ଖାତା ଖୋଲି ପାରି ନାହିଁ। ଟ୍ରେଣ୍ଡରୁ ସ୍ପଷ୍ଟ ଜଣାପଡୁଛି ଯେ ତୃତୀୟ ଥର ପାଇଁ ଅରବିନ୍ଦ କେଜ୍ରିୱାଲ ସରକାର…

ଆପ୍‌ ୫୮ ଆସନରେ ଆଗୁଆ ଥିବାବେଳେ ମନୀଷ…

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନର ଟ୍ରେଣ୍ଡ୍‌ ସୁଦ୍ଧା ଆମ୍‌ ଆଦ୍‌ମୀ ପାର୍ଟି ୫୮ ଆସନରେ ଆଗୁଆ ଥିବାବେଳେ ମନୀଷ ସିଶୋଦିଆ ପତପରଗଞ୍ଜ ଆସନରେ ପଛୁଆ ରହିଛନ୍ତି। ମନୀଷ ସିଶୋଦିଆ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ରବୀନ୍ଦ୍ର କୁମାର ନେଗୀଙ୍କ ଠାରୁ…

ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ପରାଜୟ…

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣିତି ଚାଲିଛି। ବର୍ତ୍ତମାନର ଟ୍ରେଣ୍ଡ୍‌ ଅନୁସାରେ ବିଜେପି ଠାରୁ ବହୁ ଆଗରେ ରହି ଆମ ଆଦମୀ ପାର୍ଟି । ୭୦ଟି ଆସନରୁ ଆପ୍ ବର୍ତ୍ତମାନ ସୁଦ୍ଧା ୫୬ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୧୪ଟି ଆସନରେ ଚାଲିଛି। ଏଥିରୁ ଅନୁମାନ କରାଯାଉଛି ଯେ, ତୃତୀୟ…

ରୋଡ ସୋ ପାଇଁ କେଜ୍ରିୱାଲଙ୍କ ‘ବିଜୟ ରଥ‘…

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇବ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ। ଏନେଇ ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଛି। ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ୫୬ ସିଟ୍‌ରେ ଆମ୍ ଆଦ୍‌ମୀ ପାର୍ଟି ଆଗୁଆ ଥିବାବେଳେ ବିଜେପି ମାତ୍ର ୧୪ ସିଟ୍‌ରେ ଆଗୁଆ ରହିଛି। ତୃତୀୟ ଥର ଦିଲ୍ଲୀରେ ଆମ୍ ଆଦ୍‌ମୀ ପାର୍ଟି ସରକାର ଗଠନ କରିବ…