Odisha Link
Bridging the Missing Links in Odisha
Browsing Tag

AAP

ଚଣ୍ଡିଗଡ଼ ମେୟର ନିର୍ବାଚନରେ ବାଜି ମାରିଲା…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦମୀ ପାର୍ଟି ଓ କଂଗ୍ରେସକୁ ବଡ଼ ଝଟକା। ଚଣ୍ଡିଗଡ଼ ମେୟର ନିର୍ବାଚନରେ ବାଜି ମାରିଛି ଭାରତୀୟ ଜନତା ପାର୍ଟି। କଂଗ୍ରେସ ଓ ଆପ୍‌ ମିଶି ବିଜେପିକୁ ରୋକିବାରେ ଅକ୍ଷମ ହୋଇଛନ୍ତି। ବିଜେପି ପ୍ରାର୍ଥୀ ହରପ୍ରୀତ କୌରଙ୍କୁ ମୋଟ ୧୯ଟି ଭୋଟ ମିଳିଥିବା…

ଦିଲ୍ଲୀ ନିର୍ବାଚନ: ବଦଳିଲା ମନୀଷଙ୍କ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିନାହିଁ ସରକାରୀ ବିଗୁଲ। ତଥାପି କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି ସରକାର ଆରମ୍ଭ କଲାଣି ପ୍ରସ୍ତୁତି। ଆସନ୍ତାବର୍ଷ ପହିଲାରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍‌ ଆଦମୀ ପାର୍ଟି ଦ୍ବିତୀୟ ପ୍ରାର୍ଥୀପତ୍ର ତାଲିକା ଜାରି କରିଛି। ଏହି…

ଦିଲ୍ଲୀ ମେୟର ନିର୍ବାଚନରେ ବାଜିମାତ କଲା…

ଓଏଲ୍‌ ବ୍ୟୁରୋ: ଆସନ୍ତା ବର୍ଷ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମି ପାର୍ଟିକୁ ମିଳିଛି ବଡ଼ ସଫଳତା। ଏମସିଡି ମେୟର ନିର୍ବାଚନରେ ଆପ୍ ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ବିଜୟୀ ହୋଇଛନ୍ତି। ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀ କିଶନ ଲାଲଙ୍କୁ ପରାସ୍ତ କରିଛନ୍ତି ଆପ୍ ପ୍ରାର୍ଥୀ…

ଅଯୋଧ୍ୟା ରାମ ମନ୍ଦିର ଉଦଘାଟନକୁ ଯିିବେନି…

ଓଏଲ୍‌ ବ୍ୟୁରୋ: ୫୦୦ ବର୍ଷର ପ୍ରତୀକ୍ଷାରେ ଅନ୍ତ ଘଟିବ। ଅଯୋଧ୍ୟାରେ ନିର୍ମିତ ଭବ୍ୟ ମନ୍ଦିରର ହେବ ଶୁଭ ଉଦଘାଟନ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦେଖିବ ସାରା ଜଗତ। ହି ସମାରୋହରେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ପ୍ରାୟ ୬ ହଜାର ଲୋକେ ଉପସ୍ଥିତ…

ଆପ୍‌କୁ ଝଟକା, ମେୟର ନିର୍ବାଚନ ପରେ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଜିତିବା ପରେ ଦିଲ୍ଲୀ ମେୟର ଓ ଡେପୁଟି ମେୟର ପଦ ହାତେଇବା ପରେ ଆମ୍‌ ଆଦମୀ ପାର୍ଟିକୁ ଲାଗିଛି ଝଟକା। ଏମସିଡି ନିର୍ବାଚନ ଜିତିଥିବା କାଉନସିଲର ପବନ ସେରାୱତ ଆଜି ଦଳ ବଦଳ କରିଛନ୍ତି। ସେ ଆପ୍‌କୁ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଆପ୍‌ ଛାଡ଼ି…

ଲୋକଙ୍କୁ ଭଲ ଦେଶୀ ମଦ ଦେବୁ:…

ଓଏଲ୍‌ ବ୍ୟୁରୋ: ମଦ ନିଷିଦ୍ଧ ହୋଇଥିବା ରାଜ୍ୟ ବିହାରରେ ବିଷାକ୍ତ ମଦ ପିଇ ଗଲାଣି ୭୦ରୁ ଉର୍ଦ୍ଧ୍ବ ଜୀବନ। ସାରା ଦେଶରେ ବିହାର ମଦ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଏକ ଅଜବ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ମାନ୍‌ ସରକାର କହିଛନ୍ତି, ବେଆଇନ ଦେଶୀ ମଦ…

ପଞ୍ଜାବରେ ଆପ୍‌ର ବିପୁଳ ବିଜୟ, ଓଡ଼ିଶାରେ…

ଓଏଲ୍‌ ବ୍ୟୁରୋ: ଜାତୀୟ ଦଳ ଗୁଡ଼ିକୁ ଚକମା ଦେଇ ପଞ୍ଜାବରେ ସରକାର ଗଠନ କରିବାକୁ ଯାଉଛି ଆମ୍‌ ଆଦମୀ ପାର୍ଟି। ପଞ୍ଜାବ ନିର୍ବାଚନ ଫଳାଫଳ ସମସ୍ତଙ୍କ ଚକିତ କରିଛି। କାରଣ ଫାଇନାଲ ରେଜଲ୍ଟରେ ଆମ୍‌ ଆଦାମୀ ପାର୍ଟିକୁ ବହୁମତ ମିଳିଛି। ତେଣୁ ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି ସରକାର ଗଠନ କରବା ଏକପ୍ରକାର…

AAPରେ ଯୋଗ ଦେବେକି ସିଦ୍ଧୁ? ପାଓ୍ବାର…

ନୂଆଦିଲ୍ଲୀ: ୨୦୨୨ରେ ହେବ ପଞ୍ଜାବ ବିଧାନସଭା ନିର୍ବାଚନ। ଏଥିପାଇଁ ବିଭିନ୍ନ ଦଳ ଆପଣାଉଛନ୍ତି ଭଳିକି ଭଳି ରଣନୀତି। ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି, ଅକାଳୀ ଦଳ ଓ ଆପ୍‌ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ କଂଗ୍ରେସ କନ୍ଦଳରେ ବିରାମ ଲାଗିବାର ନାଁ ଧରୁନି। ବିଶେଷକରି ମୁଖ୍ୟମନ୍ତ୍ରୀ…

ଭାରତ ପରେ ଚାଇନାର ଡିଜିଟାଲ ଷ୍ଟ୍ରାଇକ୍‌,…

ବେଜିଂ: ଭାରତ ପରେ ଚାଇନାର ଡିଜିଟାଲ ଷ୍ଟ୍ରାଇକ୍। ଚାଇନାକୁ ଆମେରିକାର ବିରୋଧ ପରେ ଏଭଳି ବଡ଼ ପଦକ୍ଷେପ ନେଇଛି ଚାଇନା। ମଙ୍ଗଳବାର ଚାଇନା ୧୦୪ଟି ଆପ୍‌କୁ ଆପ୍‌ ଷ୍ଟୋରରୁ ହଟାଇ ଦେଇଛି। ବ୍ୟାନ ହୋଇଥିବା ୧୦୪ ଆପ୍‌ ମଧ୍ୟରେ ଆମେରିକାର ଗୋଟିଏ ଆପ୍‌ ଟ୍ରିପଆଡଭାଇଜର ରହିଛି। ଅନ୍ୟ ଆପଗୁଡ଼ିକ ମଧ୍ୟରେ ଅଧିକାଂଶ…

ଆଇବି କର୍ମଚାରୀ ଅଙ୍କିତ ହତ୍ୟା ମାମଲା,…

ନୂଆଦିଲ୍ଲୀ: ଦେଶର ରାଜଧାନୀ ଅଶାନ୍ତ। ଏହାରି ମଧ୍ୟରେ ଜେପି ନେତା କପିଲ ମିଶ୍ରା ଆଣିଛନ୍ତି ଗୁରୁତର ଅଭିଯୋଗ। ସେ ଆମ ଆଦମି ପାର୍ଟିର ପାର୍ଷଦ ତାହିର ହୁସେନଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ହିଂସା କରୁଥିବା ଯୁବକଙ୍କ ସହିତ ଆମ ଆଦମି ପାର୍ଟିର କାଉନସିଲର୍ ତାହିର ହୁସେନ ହାତରେ…