Odisha Link
Bridging the Missing Links in Odisha
Browsing Tag

Abaya pathak

ପାଠକ ବାପ ପୁଅଙ୍କୁ ମିଳିଲା ଜାମିନ,…

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଗିରଫ ହୋଇଥିବା ପାଠକ ବାପପୁଅଙ୍କୁ ମିଳିଲା ଜାମିନ। ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ହୋଇଥିବା ଠକେଇ ଅଭିଯୋଗରେ IFS ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ହାଇକୋର୍ଟରୁ ଜାମିନ ମିଳିଛିl ତେବେ ଅନ୍ୟ ମାମଲା ବିଚାରାଧୀନ…

ପାଠକ ବାପ-ପୁଅଙ୍କ ନାଁରେ ଆଉ ୩ ମାମଲା…

ବ୍ରହ୍ମପୁର: ପାଠକ ବାପ-ପୁଅଙ୍କ ନାଁରେ ଆଉ ୩ଟି ମାମଲା ରୁଜୁ। ଗଞ୍ଜାମର ଗୋଳନ୍ଥରା ଥାନାରେ ଆଉ ୩ଟି ମାମଲା ରୁଜୁ ହୋଇଛି। ପୂର୍ବରୁ ଗୋଳନ୍ଥରା ଥାନାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ମାମଲା ହୋଇଥିଲା। ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ଜେରା…

ଆଜି ପ୍ରଦୀପଙ୍କ ଜାମିନ ଆବେଦନ ଶୁଣାଣି

ଭୁବନେଶ୍ୱର: ଆଜି ପ୍ରଦୀପଙ୍କ ଜାମିନ ଆବେଦନ ଶୁଣାଣି। ଅର୍ଥ ଠକେଇ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଅଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପଙ୍କ ଜାମିନ ଆବେଦନ ଉପରେ ଆଜି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଙ୍କ କୋର୍ଟରେ ଶୁଣାଣି ହେବ। ପୂର୍ବରୁ ଜାମିନ ପାଇଁ ପ୍ରଦୀପ ଏସ୍‌ଡିଜେଏମ୍‌ଙ୍କ…

ଆକାଶ ପାଠକଙ୍କ ବାହାଘରରେ ଖର୍ଚ୍ଚ…

ଭୁବନେଶ୍ୱର: ବେଆଇନ ଅର୍ଥ କାରବାର ଓ ଠକେଇ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ ଏସଆଇଟି। ଏହି ରିମାଣ୍ଡ ସମୟରେ ବହୁତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଅଭୟକାନ୍ତ ପୁଅ ଆକାଶ ପାଠକଙ୍କ…

ମୋ ବିରୋଧରେ ଷଡଯନ୍ତ୍ର କରାଯାଇଛି,…

ଭୁବନେଶ୍ୱର: ରିମାଣ୍ଡ ଅବଧି ସରିବା ପରେ ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଆଜି ଭୁବନେଶ୍ୱର କୋର୍ଟରେ ଉଭୟଙ୍କୁ ହାଜର କରାଯାଇଥିଲା। ଏହାପରେ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଜେଲ୍ ଯିବା ବେଳେ ଗଣମାଧ୍ୟମ ସମ୍ମୁଖରେ ଆକାଶ କହିଛନ୍ତି, ମୁଁ ଟାଟାରେ ଚାକିରି…

ପାଠକ ବାପ-ପୁଅ ଆକାଉଣ୍ଟରୁ ୧୪ କୋଟି,…

ଭୁବନେଶ୍ୱର: କୋଟି କୋଟି ଟଙ୍କାର ଠକେଇ କରି ନିଜ ବ୍ୟାଙ୍କ ଆକାଉଣ୍ଟ ଭରୁଥିଲେ ପାଠକ ବାପ-ପୁଅ। ପାଠକ ବାପ-ପୁଅ ଆକାଉଣ୍ଟ ଖୋଳତାଡ଼ ପରେ ଭିଜିଲାନ୍ସ ହାତରେ ଲାଗିଛି ବଡ ପ୍ରମାଣ। ନିଲମ୍ବିତ IFS ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା…

ଅଭୟକାନ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା…

ଭୁବନେଶ୍ୱର: ଅଭୟକାନ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଏସ୍‌ଆଇଟି। ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି ସ୍ପେସାଲ୍‌ ଭିଜିଲାନ୍ସ କୋର୍ଟ। ପୂର୍ବରୁ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଏସ୍‌ଆଇଟି ଆବେଦନ କରିଥିଲା। ଏସଆଇଟି ପାଠକ ବାପାପୁଅଙ୍କ ଆକାଉଣ୍ଟ ବାବଦରେ ଖୋଳତାଡ଼ କରିବ।…