ଟ୍ରେନ୍ରେ ବିଦେଶୀ ପର୍ଯ୍ୟଟକ; ଦୂରତା…
ଜୟପୁର: କରୋନା ସଂକ୍ରମଣରୁ ଦୂରରେ ରହିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ସହ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଉଛି। ବିଦେଶୀ ଫେରାନ୍ତାଙ୍କୁ ସ୍କାନିଂ କରାଯାଇ ପ୍ରବେଶ କରାଯିବା ସହ କୋଭିଡି-୧୯ େଓ୍ଵବସାଇଟ୍ରେ ପଞ୍ଜିକରଣ କରିବାକୁ କୁହାଯାଉଛି। ଏବଂ ଅନାବଶ୍ୟକ ଯାତ୍ରାକୁ ବାରଣ କରାଯାଇଛି।…