ଏକତରଫା ପ୍ରେମ: ଝିଅକୁ ଅସଦାଚରଣ, ବାପାକୁ…
ଭୁବନେଶ୍ବର: ଏକତରଫା ପ୍ରେମରୁ ବାଳସୁଧାର ଗୃହ। ଏକଥା ଆପଣଙ୍କୁ ଅଜବ ଲାଗିଥାଉ ପାରେ ହେଲେ ଏହା ସତ। ରାଜଧାନୀରେ ଜଣେ ନାବାଳକ ଜଣେ ଝିଅକୁ ଅସଦାଚରଣ କରିବା ସହ ବାପାଙ୍କ ମୁହଁ ଫଟାଇ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ।
ଘରେ କେହି ନଥିବା ବେଳେ ଜଣେ ଝିଅକୁ ଅସଦାଚରଣ କରିଥିଲା ନାବାଳକ। କଥାରେ ଏତିକିରେ…