Odisha Link
Bridging the Missing Links in Odisha
Browsing Tag

Accidet

ବସ୍‌ ସହ ହାଇଓ୍ବା ମୁହାଁମୁହିଁ ଧକ୍କା, ୭…

ଯାଜପୁର: ବସ ହସ ହାଇଓ୍ବା ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝରରୁ ଯାଜପୁର ରୋଡ଼କୁ ଆସୁଥିବା ମା ତାରିଣୀ ବସ ଏନଏଚ-୨୦ର ବନ୍ଦୀ ପେଟ୍ରୋଲ ପମ୍ଫ ନିକଟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ପ୍ରକାଶ ଯେ, ତାରିଣୀ ମା’ ନାମକ ବସ୍ କେନ୍ଦୁଝରରୁ ଯାଜପୁର ରୋଡ଼ ଅଭିମୁଖେ…

ମାଲକାନଗିରିରେ ସଡ଼କ ଦୁର୍ଘଟଣା, ଗଲା ୩…

ମାଲକାନଗିରି: ସଦର ବ୍ଲକ ଅନ୍ତର୍ଗତ ବିଜାଘାଟିରେ ଆଜି ଦୁଇଟି ମୋଟର ସାଇକେଲ ମୁହାଁମୁହିଁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏହି ଦୁର୍ଘଟଣାରେ ଦୁଇଟି ମୋଟର ସାଇକେଲର ତିନି ଜଣ ଆରୋହିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ପରିଚୟ ମିଳି ପାରିନାହିଁ। ଘଟଣା ସମ୍ପର୍କରେ ଖବର ପାଇ ମାଲକାନଗିରି…

ଟ୍ରକ୍ ପଛରେ ଧକ୍କା ଦେଲା ଆଉ ଏକ ଟ୍ରକ୍

କଟକ: ୧୬ ଜାତୀୟ ରାଜପଥର ବଞ୍ଚଛୁଆ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ଧକ୍କା ଦେଲା ଆଉ ଏକ ଟ୍ରକ୍। ଫଳରେ ଟ୍ରକର ଡ୍ରାଇଭର ଟ୍ରକ୍ କ୍ୟାବିନ୍ ଭିତରେ ଚାପି ହୋଇ ରହିଥିଲେ। ଦୁର୍ଘଟଣା ସମ୍ପର୍କରେ ଦମକଳ ବାହିନୀ ଖବର ପାଇ କ୍ୟାବିନ୍ ଭିତରୁ ଡ୍ରାଇଭରଙ୍କୁ ବାହାର କରିଛି। ତେବେ ଘଟଣା ସ୍ଥଳରେ…

ସଡ଼କ ଦୁର୍ଘଟଣା: ବସ ଓଲଟି ୩ ମୃତ, ୧୨ଆହତ

ଉତ୍ତରପ୍ରଦେଶ: ଅଲୀଗଡ଼ ଜିଲ୍ଲା ଥାନା ଅନ୍ତର୍ଗତ ଟପ୍ପଲ ଅଞ୍ଚଳରେ ୟମୁନା ଏକ୍ସପ୍ରେସ ରାସ୍ତାରେ ଆଜି ଭୋର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଏକ ଘରୋଇ ବସର ଟାୟାର ଫାଟିଯିବାରୁ ଭାରସାସ୍ୟ ହରାଇ ତାହା ଓଲଟି ପଡ଼ିବାରୁ ଦୁର୍ଘଟଣାରେ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହା ସହିତ ୧୨ ରୁ ଅଧିକ ଯାତ୍ରୀ…

ଦୁର୍ଘଟଣାରେ ପରେ ଉତ୍ତ୍ୟକ୍ତ ଲୋକଙ୍କ…

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ବିଷମକଟକ ଥାନା ଅନ୍ତର୍ଗତ ଝିମିରିଗୁଡ଼ା ନିକଟରେ ଟ୍ୟାଙ୍କର ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାୟଗଡ଼ା-ବିଷମକଟକ ରାସ୍ତା ଅବରୋଧ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ବିଷମକଟକ…

ଆମ୍ବୁଲାନ୍ସ ଦୁର୍ଘଟଣାରେ ୩ ଆହତ

ଆଳି: କଟକରୁ ଜନୈକା ମୃତ ମହିଳାଙ୍କୁ ନେଇ ଫେରୁଥିବା ଏକ ଆମ୍ବୁଲାନ୍ସ ଦୁର୍ଘଟଣା ଘଟାଇ ଚୁରମାର ହୋଇଯାଇଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ଓ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଏଭଳି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ। ପ୍ରକାଶ ଯେ, କଟକରୁ…

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଜି ଉଦୟଗିରି: ଗଜପତି ଜିଲ୍ଲା ଜି.ଉଦୟଗିରି କଳିଙ୍ଗ ଘାଟିର ଅନ୍ଧାରକୋଟି ନିକଟରେ ଏକ ଦୁର୍ଘଟଣା ଘଟିଛି। କମଳା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଟ୍ରକଟି ଦୁର୍ଘଟଣା ହେବା ଦ୍ବାରା ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି। ସୂଚନା ଅନୁସାର, ରାୟପୁର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା କମଳା ବୋଝେଇ ଟ୍ରକ।…

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ନୂଆପଡା: ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି। ନୂଆପଡ଼ା ୩୫୩ ଜାତୀୟ ରାଜପଥ ଧରମପୁର ଛକ ପାଖରେ ପଡିଛି ମୃତଦେହ। ମୃତକ କୋମନା ଥାନା ଦାନୋଝଲା ଗାଁର ଜୟନ୍ତ ନାଗ। ମିଳିଥିବା ସୂଚନା ଅନୁସାରେ, ଗତକାଲି ଏକ ବାହାଘର ଭୋଜିରେ ଯୋଗ ଦେବାକୁ ଧରମପୁର ଗାଁକୁ ଆସିଥିଲେ ଦାନୋଝଲା ଗାଁର ଜୟନ୍ତ ନାଗ। ତେବେ…

ନୟାଗଡ଼: ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

ନୟାଗଡ଼: ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲାର ଶରଣକୁଳ ଥାନା ନନ୍ଦିଘର କରଡାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ସଡ଼କ ଦୁର୍ଘଟଣାରେ ୪ ଜଣ ମୃତ୍ୟୁବରଣ କରିଛନ୍ତି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ସଦସ୍ୟଙ୍କ ସମେତ ଗାଡି ଚଳାଉଥିବା ଡ୍ରାଇଭର ମଧ୍ୟ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।…

ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ…

ସୋର: ସୋରରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ସୁବ୍ରତ ପରିଡା। ଯୁବକ ଜଣଙ୍କ ଏକ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିଲେ। ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳର ଯୁବକ ସୁବ୍ରତ ପରିଡା ବାଲେଶ୍ବର ଜିଲ୍ଲା ସୋର…