ଏଣିକି ମଧ୍ୟାହ୍ନ ଭୋଜନ ଟଙ୍କା…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି। ମଧ୍ୟାହ୍ନ ଭୋଜନ ସ୍କିମ୍ର ରୋଷେଇ ଖର୍ଚ୍ଚ ବାବଦ ଟଙ୍କା ଏଣିକି ଦେଶର ୧୧.୮କୋଟି ଛାତ୍ରଛାତ୍ରୀଙ୍କୁ ସିଧାସଳଖ ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ ଟଙ୍କା…