Odisha Link
Bridging the Missing Links in Odisha
Browsing Tag

Achyuta Samanta

ରାଜନୀତିରୁ ସନ୍ନ୍ୟାସ ନେଲେ ଅଚ୍ୟୁତ…

ଓଏଲ୍‌ ବ୍ୟୁରୋ: ରାଜନୀତିରୁ ଅବସର ଘୋଷଣା କଲେ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ। ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଉଥିବା ଘୋଷଣା କରିଛନ୍ତି କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ଏଥିସହିତ ୬ ବର୍ଷର ରାଜନୈତିକ କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ରାଜନୀତିରୁ…

କିଟ୍‍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ…

ଓଏଲ୍‌ ବ୍ୟୁରୋ: ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କିଟ୍‍କୁ ଚଳିତବର୍ଷର ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଛି । ବୁଧବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଥିଲେ । କିଟ୍‍ ଓ…

ଆନ୍ତର୍ଜାତିକ ପୁରସ୍କାର ପାଇଲା ଆର୍ଟ…

ଭୁବନେଶ୍ୱର: ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ୨୦୧୩ ମସିହାରୁ ଚାଲୁ ରହିଥିବା କିଟ୍‍ ଓ କିସ୍‍ ପ୍ରାୟୋଜିତ ‘ଆର୍ଟ ଅଫ୍‍ ଗିଭିଂ’ କାର୍ଯ୍ୟକ୍ରମକୁ ମିଳିଛି ଆନ୍ତର୍ଜାତିକ ସ୍ୱୀକୃତି। ଆମେରିକାର ଟେଲରିଜ୍‍ ନେଟ୍‍ୱାର୍କ ଓ ମାକ୍‍ଜନତ୍‍…

ଉତ୍କର୍ଷତାରୁ ଶ୍ରେଷ୍ଠତାର ଉଦାହରଣ କିଟ୍‍…

୨୧ ନଭେମ୍ବର ୨୦୨୦ କିଟ୍‌ ବିଶ୍ବବିଦ୍ୟାଳୟର ୧୬ତମ ସମାବର୍ତ୍ତନ ସମାରୋହ ଆନୁଷ୍ଠାନିକ ଶୈକ୍ଷିକ ଜୀବନରେ ସ୍ନାତକ ଶେଷ ସୋପାନ ନୁହେଁ। ଏହା ଜଣଙ୍କ କ୍ୟାରିଅର୍‍ର ଅୟମାରମ୍ଭ। ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ସ୍ନାତକ ହେବାର ଦିନ-ସମାବର୍ତ୍ତନ ଦିବସକୁ ଉତ୍କଣ୍ଠାର ସହ ଅପେକ୍ଷା…

ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେବା…

ଫୁଲବାଣୀ: ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ଓ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତ ଜାନୁଆରୀ ମାସରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ହଜାର ହଜାର ବେକାର ଯୁବକ ଯୁବତୀ କର୍ମ ସଂସ୍ଥାନ ପାଇ ପାରିଥିଲେ। ସେତେବେଳେ ଆୟୋଜିତ ମେଗା ନିଯୁକ୍ତି ମେଳାରେ ଦେଶର ୭୧ଟି କମ୍ପାନୀ ଯୋଗ ଦେଇଥିଲେ। କରୋନା…

ତିନି ଅସହାୟ ଶିଶୁଙ୍କୁ ସହାୟତାର ହାତ…

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜରଦା ଥାନା ଭୋଗିବନ୍ଧ ଗ୍ରାମର ତିନି ଅସହାୟ ଭାଇ ଭଉଣୀଙ୍କୁ ସହଯୋଗର ହାତ ବଢାଇଛି କିସ ଫାଉଣ୍ଡେସନ୍। ମା ବାଳାବତୀ ନାୟକଙ୍କ ମୃତ୍ୟୁ ଗତ ଅଗଷ୍ଟ ମାସରେ ହୋଇ ଯାଇଥିବା ବେଳେ ସେପ୍ଟେମ୍ବର ମାସରେ ବାପା କୁଷନ ନାୟକଙ୍କ ଅକାଳ ବିୟୋଗ ପରେ ଏହି ତିନି ଶିଶୁ ଅନାଥ ହୋଇଯିବା ସହ…

ଅଚ୍ୟୁତ ସାମନ୍ତ: ଜଣେ ନିଆରା ଗୁରୁ

ଗୁରୁ ଶବ୍ଦର ଅର୍ଥ ହେଲା ଏମିତି ଜଣେ ମଣିଷ ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି। 'ଗୁ' ଶବ୍ଦର ଅର୍ଥ ଅନ୍ଧାର 'ରୁ' ଶବ୍ଦର ଅର୍ଥ ଆଲୁଅ। ଯିଏ ଅନ୍ଧାରରୁ ଆଲୋକକୁ ବାଟ କଢ଼େଇ ନିଅନ୍ତି ତାଙ୍କୁ ଗୁରୁ…

କର୍ପୋରେଟ୍‌ ପାଣ୍ଠି ବିବାଦ: ବିଶ୍ବ…

ଭୁବନେଶ୍ବର: ବିଶ୍ବର ସବୁଠୁ ବଡ଼ ଆଦିବାସୀ ବିଶ୍ବବିଦ୍ୟାଳୟ କହାଯାଉଥିବା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍‌ ସୋସିଆଲ୍‌ ସାଇନ୍ସେସ୍‌ (KISS) ପରିସରରେ ୨୦୨୩ ମସିହାରେ ହେବାକୁ ଥିବା ୧୯ତମ ବିଶ୍ବ ନୃତତ୍ବ ମହାସଭା (World Anthropology Congress 2023) ଅନୁଷ୍ଠିତ ହେବାଲାଗି ସ୍ଥିର ହୋଇଥିଲା। ୨୦୧୮ ମସିହାରୁ…

କିସ୍‌ର ସଫଳତା: ମାଟ୍ରିକ ପରୀକ୍ଷାରେ…

ଭୁବନେଶ୍ବର: ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ (କିସ୍)ର ଛାତ୍ରଛାତ୍ରୀ ପୁଣି ଥରେ ବାଜିମାତ କରିଥିବା ବେଳେ ୩୫୦ ଛାତ୍ରଛାତ୍ରୀ ୬୦%ରୁ ଅଧିକ ନମ୍ବର ରଖିଛନ୍ତି। କିସ୍‌ର ପାସ ହାର ୯୮ ପ୍ରତିଶତ ହୋଇଥିବା ବେଳେ ସମଗ୍ର ରାଜ୍ୟରେ ପାସ ହାର ୭୮.୭୬ ପ୍ରତିଶତ ରହିଛି।…

ଶ୍ରେଷ୍ଠ ୨୫ ସାଂସଦଙ୍କ ମଧ୍ୟରେ ଅଚ୍ୟୁତ…

ଭୁବନେଶ୍ବର: ଦେଶର ଶ୍ରେଷ୍ଠ ୨୫ ଜଣ ସାଂସଦଙ୍କ ମଧ୍ୟରେ ରହିଛି ଓଡ଼ିଶାରୁ ଅଚ୍ୟୁତ ସାମନ୍ତଙ୍କ ନାମ। ହିନ୍ଦୀ ଖବର ପତ୍ରିକା ଫେମ୍‌ ଇଣ୍ଡିଆ ପକ୍ଷରୁ ହୋଇଥିବା ସର୍ଭେରେ ଅଚ୍ୟୁତଙ୍କୁ ଏହି ଗୌରବ ମିଳିଛି। ଫେମ୍‌ ଇଣ୍ଡିଆର ଚଳିତ ସଂଖ୍ୟାରେ ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଦେଶର ମୋଟ ୨୫ ଜଣ…