ମହାଭିଯୋଗରୁ ଦୋଷମୁକ୍ତ ହେଲେ ଟ୍ରମ୍ପ୍
ଓ୍ଵାସିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ମହାଭିଯୋଗ ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ଗତକାଲି ଯୁକ୍ତରାଷ୍ଟ୍ର ଆମେରିକାର ସିନେଟ୍ ତାଙ୍କ ବିରୋଧରେ ଆସିଥିବା ମାମଲାର ବିଚାର କରି ଟ୍ରମ୍ପ୍ଙ୍କୁ ଦୋଷମୁକ୍ତ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଇତିହାସରେ ମହାଭିଯୋଗରେ…