ପ୍ରସିଦ୍ଧ ଅଭିନେତା ରବି ପଟବର୍ଦ୍ଧନଙ୍କ…
ମୁମ୍ବାଇ: ଟିଭି ଓ ସିନେମା ଦୁନିଆରେ ଶୋକର ଛାୟା ଖେଳି ଯାଇଛି। ପ୍ରସିଦ୍ଧ ଅଭିନେତା ରବି ପଟବର୍ଦ୍ଧନଙ୍କ ୮୩ ବର୍ଷ ବୟସରେ ପରଲୋକ। ସେ ହୃଦରୋଗରେ ପୀଡିତ ଥିଲେ।
ରବିଙ୍କୁ ଶନିବାର ରାତିରେ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ଏହାପରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ…