ଚର୍ଚ୍ଚାରେ ରାଜକୁମାରଙ୍କ ଲୁକ୍
ମୁମ୍ବାଇ : ବଲିଉଡ଼ ଅଭିନେତା ଓ ଅଭିନେତ୍ରୀ ନିଜ ପ୍ରଶଂସକଙ୍କ ପାଇଁ କିଛି ନୂଆ କରିବାର ପ୍ରୟାସ କରିଥାନ୍ତି । ସେହିପରି ବଲିଉଡ୍ ଅଭିନେତା ରାଜକୁମାର ରାଓ ନିଜ ପ୍ରଶଂସକଙ୍କ ପାଇଁ କିଛି ନୂଆ ଚରିତ୍ରରେ ନଜ ଆସୁଛନ୍ତି ।
ରାଜକୁମାର ନିଜର ସବୁ ସିନେମାରେ ନିଜ ଚରିତ୍ରକୁ ନେଇ ବେଶ ସଚେନତ ରହିଥାନ୍ତି । ସେ…