ୟୁଟୁବରେ ଧୁମ ମଚାଉଛନ୍ତି କିଆରା, ଆଉ…
ନୂଆଦିଲ୍ଲୀ : କିଆରା ଆଡଭାନୀଙ୍କ ଆଗାମୀ ସିନେମା ଇଣ୍ଡୋ କି ଜୱାନୀଙ୍କ ପ୍ରଥମ ଗୀତ ବୁଧବାର ରିଲିଜ ହୋଇଛି ଏବଂ ଏହା ବର୍ତ୍ତମାନ ଟ୍ରେଣ୍ଡରେ ରହିଛି । ହସିନା ପାଗଲ ଦେୱାନୀ ନାମକ ଏହି ଗୀତଟି ସିନେମାରୁ ମୁକ୍ତିଲାଭ କରିଥିବା ପ୍ରଥମ ଟ୍ରାକ ଅଟେ । ଏଥିରେ ଅଭିନେତ୍ରୀ କିଆରା ଆଡଭାନୀଙ୍କ ସହ ସିନେମାର…