ଆଜିଠାରୁ ଏମବିବିଏସ୍ ଓ ବିଡିଏସ୍…
ଭୁବନେଶ୍ୱର : ଆଜିଠାରୁ ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ କୋଟାରେ ଥିବା ୧୨ଶହ ୧୯ ସିଟ୍ରୁ ୧୧ ଶହ ୬୪ ଜଣଙ୍କୁ ସିଟ୍ ଆଲଟମେଣ୍ଟ କରାଯାଇଛି।
ଓଜେଇଇ ପକ୍ଷରୁ ଏହି ସିଟ୍ ଆଲଟମେଣ୍ଟ କରାଯାଇଛି।…