ଟେଲିକମ୍ କମ୍ପାନୀଙ୍କୁ ଆଶ୍ବସ୍ତି, AGR…
ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀଗୁଡ଼ିକୁ ବଡ଼ ଆଶ୍ବସ୍ତି। ଆଡଜଷ୍ଟଡ୍ ଗ୍ରସ ରେଭେନ୍ୟୁ (ଏଜିଆର) ମାମଲାରେ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ପୂର୍ବରୁ ଅନେକ ଟେଲିକମ କମ୍ପାନିଗୁଡ଼ିକ ଏଜିଆର ଦେୟ ଦେବା ପାଇଁ ୧୫-୨୦ବର୍ଷ ସମୟ ମାଗିଥିବା ବେଳେ ସୁପ୍ରିମକୋର୍ଟ ସେମାନଙ୍କୁ ୧୦ବର୍ଷ ସମୟ ଦେଇଛନ୍ତି। ଏବେ…