୫ ଟଙ୍କିଆ ଆହାର ଖାଇଲେ ପାଣ୍ଡିଆନ୍
ବୌଦ୍ଧ: ବୌଦ୍ଧରେ ୫ଟଙ୍କିଆ ଆହାର ଖାଇଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍। ଏଥିସହିତ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏବଂ ଏନଏଚଏମ(ଜାତୀୟ ସ୍ୱାସ୍ଥ୍ୟ ମିଶନ) ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ଆହାର ଖାଇଛନ୍ତି।
ସୂଚନାଥାଉକି, ଆଜି ବୌଦ୍ଧ ଗସ୍ତରେ ଯାଇଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍,…