ତେଲ୍ ଆଭିଭକୁ ଉଡ଼ାଣ ସ୍ଥଗିତ ରଖିଲା ଏୟାର…
ଓଏଲ୍ ବ୍ୟୁରୋ: ମଧ୍ୟପ୍ରାଚ୍ୟର ଇରାନ ଓ ଇସ୍ରାଏଲ ଭଳି ଦେଶରେ ବିବାଦ ଲାଗି ରହିଛି। ଯାହାକୁ ନଜରରେ ରଖି ଏୟାର ଇଣ୍ଡିଆ ତେଲ୍ ଆଭିଭକୁ ଉଡ଼ାଣ ସ୍ଥଗିତ ରଖିଛି ଏୟାର ଇଣ୍ଡିଆ। ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ତେଲ୍ ଆଭିଭକୁ କୌଣସି ବିମାନ ଚଳାଚଳ କରିବ ନାହିଁ ବୋଲି ଏୟାରଇଣ୍ଡିଆ ପକ୍ଷରୁ କୁହାଯାଇଛି।
ଏୟାର…