ବିଧାନସଭା: ୨ ବର୍ଷରେ ଓଡ଼ିଶା ନେତାଙ୍କ…
ଓଏଲ୍ ବ୍ୟୁରୋ: ଚାଲିଛି ବିଧାନସଭା। ବଜେଟ ଅଧିବେଶନର ଦ୍ବିତୀୟ ଚରଣରେ ସୁରୁଖୁରରେ ଚାଲିଛି ଗୃହକାର୍ଯ୍ୟ। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିମାନ ଗସ୍ତ ବାବଦକୁ ଅର୍ଥ ବ୍ୟୟ ପ୍ରସଙ୍ଗରେ ପଶ୍ନ କରିଥିଲେ। ସେ କହିଥିଲେ ଯେ, ଗତ ଦୁଇ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ…