ହିରୋ ପରି ଜୀବନ ବଞ୍ଚାଇଲେ ଶାହରୁଖ୍ ଖାଁ
ମୁମ୍ବାଇ: ବଲିଉଡରେ ସମସ୍ତ ଅଭିନେତା ଓ ଅ ଧୁମଧାମରେ ଦୀପାବଳି ପାଳନ କରିଛନ୍ତି । ଏହି ଦୀପାବଳି ଅବସରରେ ବିଗ୍ ବି ଅମିତାଭ୍ ବଚ୍ଚନ ନିଜ ଘର ଜଲସାରେ ଏକ ବଡ଼ ଧରଣର ପାର୍ଟି ଦେଇଥିଲେ। ଏହି ପାର୍ଟିରେ ଅନେକ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ। ସମସ୍ତେ ବାଣଫୁଟାଇବାରେ ମସଗୁଲ୍ ଥିବାସମୟରେ ଏକ ଅଘଟଣା…