୨୦୨୧ ଫେବୃୟାରୀରେ ଆସିପାରେ କରୋନା…
ଭୁବନେଶ୍ବର: ଦେଶରେ ତଥା ସମଗ୍ର ରାଜ୍ୟରେ ବେକାବୁ ହେଉଛି କରୋନା ସଂକ୍ରମଣ। ଏହାକୁ ପ୍ରତିହତ କରିବା ପାଇଁ ସରକାର ଆପଣାଉଛନ୍ତି ଅନେକ ପଦକ୍ଷେପ। ଏହାରି ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ୨୦୨୧ ଫେବ୍ରୁଆରୀ ବେଳକୁ କରୋନା ଭ୍ୟାକସିନ ଉପଲବ୍ଧ ହୋଇପାରେ ବୋଲି ଆଇଏଲଏସ…