Odisha Link
Bridging the Missing Links in Odisha
Browsing Tag

Ajit Doval

ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ…

ଓଏଲ୍‌ ବ୍ୟୁରୋ: ସାରା ଦେଶରା ଆରମ୍ଭ ହୋଇଛି ମୋଦି ୩.୦ ସରକାରର ଶାସନ। ଏସବୁ ସହିତ ମୋଦି ତାଙ୍କ ସହାୟକ ଟିମ୍‌ ଚୟନ କରିଛନ୍ତି। ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ପୁଣି ମିଳିଲା ନିଯୁକ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବେ ପୁଣି କାର୍ଯ୍ୟ ଜାରି…

ଦିଲ୍ଲୀ ହିଂସାକୁ ନେଇ ଆତଙ୍କିତ ହେବାର…

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଉଗ୍ର ରୂପ ନେଉଛି। ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି ଏବଂ ଶତାଧିକ ଲୋକ ଆହତ ହୋଇଛନ୍ତି। ଫଳରେ ଦିଲ୍ଲୀବାସୀ ଭୟଭିତ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜାତୀୟ…

ଦିଲ୍ଲୀ ହିଂସା: ସ୍ଥିତି ନିୟନ୍ତ୍ରଣ ପାଇଁ…

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଥମିବାର ନାଁ ଧରୁନାହିଁ। ଗତ କାଲି ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦କୁ ପହଞ୍ଚିଛି। ଦିନକୁ ଦିନ ସ୍ଥିତି ସାଂଘାତିକ ହେଉଥିବା ବେଳେ ଦିଲ୍ଲୀ ପୁଲିସ୍‌ ପ୍ରଶାସନ…

ସାଧ୍ୱୀ ପ୍ରଜ୍ଞାଙ୍କୁ ମିଳିଲା ଅଜଣା ଚିଠି

ଭୋପାଳ: ଭୋପାଳର ଭାରତୀୟ ଜନତା ପାର୍ଟି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ମିଳିଛି ଏକ ସନ୍ଦିଗ୍ଧଙ୍କ ଚିଠି। ଏହି ଚିଠିଟି ଉର୍ଦ୍ଦୁ ଭାଷାରେ ଲେଖା ହୋଇଛି। ଏହି ଚିଠିରେ ପାଉଡର୍ ମଧ୍ୟ ମିଳିଛି। ଫରେନ୍ସିକ୍ ଟିମ୍ ସାଧ୍ୱୀ ପ୍ରଜ୍ଞାଙ୍କ ବାସଭବନରେ ଉପସ୍ଥିତ ରହି ଏହି ଘଟଣାର ତଦନ୍ତ କରୁଛି।…

ଆତଙ୍କବାଦ ବିରୋଧରେ ନୂଆ ରଣନୀତି…

ନୂଆଦିଲ୍ଲୀ: ଆଜି ରାଜଧାନୀ ଦିଲ୍ଲୀରେ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇଥିଲେ। ସେ ଏହି ବୈଠକରେ ଯୋଗ ଦେଇ ଆତଙ୍କବାଦ ବିରୋକ୍ଷରେ ଲଢ଼ିବା ପାଇଁ ନୂଆ ରଣନୀତି ଆବଶ୍ୟକ ରହିଛି ବୋଲି କହିଛନ୍ତି।…

ସାଉଦି ଗଲେ ଅଜିତ ଡୋଭାଲ

ନୂଆଦିଲ୍ଲୀ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାଉଦି ଆରବ ଗସ୍ତ କରିଛନ୍ତି। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ମୁସଲିମ ରାଷ୍ଟ୍ରଙ୍କୁ ମିଛ କଥା କହି ଉସକାଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ କାଉଣ୍ଟର କରିବା ଲାଗି ଅଜିତ ସାଉଦି ଗସ୍ତ କରିଛନ୍ତି ବୋଲି ଗଣମାଧ୍ୟମରେ…

ଜୈଶ୍‌ ହିଟ୍‌ ଲିଷ୍ଟରେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ବ୍ୟୁରୋ ଅଫ୍‌ ସିଭିଲ୍‌ ଏଭିଏସନ ସିକ୍ୟୁରିଟି ପାଇଥିବା ଗୋଟାଏ ଚିଠିରେ ଥିବା ତଥ୍ୟ ଏବେ ଚର୍ଚ୍ଚାରେ। ଚିଠିରେ ଉଲ୍ଲେଖ ଅଛି ଯେ, ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିମନ୍ତେ ଆତଙ୍କବାଦୀ ସଙ୍ଗଠନ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା ଏବଂ ଏନ୍‌ଏସ୍‌ଏ ଡେଭାଲ୍‌ଙ୍କୁ ଆକ୍ରମଣ କରିବାକୁ…