Odisha Link
Bridging the Missing Links in Odisha
Browsing Tag

Akash Pathak

ଫିଟୁଛି ଆକାଶଙ୍କ ଠକେଇ ପେଡ଼ି, ଆକାଉଣ୍ଟରୁ…

ଭୁବନେଶ୍ୱର: ଫିଟୁଛି ଆକାଶଙ୍କ ଠକେଇ ପେଡ଼ି। ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଲୋକଙ୍କୁ ଠକିଥିବା ଆକାଶ ପାଠକଙ୍କ ଆକାଉଣ୍ଟର ଚାଲିଛି ଖୋଳତାଡ଼। ଖୋଳତାଡ଼ ବେଳେ ଭିଜିଲାନ୍ସ ହାତରେ ଲାଗିଛି ଆଉ ୧.୪୭ କୋଟି ଟଙ୍କାର ପ୍ରମାଣ। ଆକାଶ ପାଠକଙ୍କ ପୁନେ ଓ ଭୁବନେଶ୍ୱରରେ ଥିବା ୩ଗୋଟି ଆକାଉଣ୍ଟରେ ଜମା…

ଆକାଶ ପାଠକଙ୍କୁ କେତେ ଟଙ୍କା ଦେଇଛନ୍ତି…

ଭୁବନେଶ୍ବର: ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ କୋଟିପତି ପାଠକ ବାପା-ପୁଅଙ୍କୁ ଘନ ଘନ ଜେରା ଚାଲିଥିବା ବେଳେ ସନ୍ଦେହ ଘେରକୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆସିଛନ୍ତି। ଦୁହିଁଙ୍କ ମଧ୍ୟରେ ଟଙ୍କା କାରବାରର ହୋଇଥିବାର ପ୍ରମାଣ ଭିଜିଲାନ୍ସକୁ ମିଳିଛି। ତେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ…

ବର୍ଷକରେ ପ୍ରଦୀପଙ୍କ ଆକାଉଣ୍ଟରେ ଜମା…

ଭୁବନେଶ୍ୱର: ଆଇଏଫଏସ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସର ଘନଘନ ଜେରା ଚାଲିଥିବା ବେଳେ ସନ୍ଦେହ ଘେରକୁ ଆସିଛନ୍ତିି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପ ପାଣିଗ୍ରାହୀ ଓ ଆକାଶଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାର କାରବାର ହୋଇଥିବା ଜଣାପଡିଛି। ତଦନ୍ତ ବେଳେ ଭିଜିଲାନ୍ସ ହାତରେ ଲାଗିଛି…

ପାଠକ ବାପ-ପୁଅ ଆକାଉଣ୍ଟରୁ ୧୪ କୋଟି,…

ଭୁବନେଶ୍ୱର: କୋଟି କୋଟି ଟଙ୍କାର ଠକେଇ କରି ନିଜ ବ୍ୟାଙ୍କ ଆକାଉଣ୍ଟ ଭରୁଥିଲେ ପାଠକ ବାପ-ପୁଅ। ପାଠକ ବାପ-ପୁଅ ଆକାଉଣ୍ଟ ଖୋଳତାଡ଼ ପରେ ଭିଜିଲାନ୍ସ ହାତରେ ଲାଗିଛି ବଡ ପ୍ରମାଣ। ନିଲମ୍ବିତ IFS ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା…

ଆକାଶଙ୍କ ସହ ଅରୂପ ମଧ୍ୟ ଚାର୍ଟର ପ୍ଲେନରେ…

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ସମ୍ପତ୍ତିର ଖୋଳତାଡ଼ କରୁଛି ଭିଜିଲାନ୍ସ। ତେବେ ପାଠକ ବାପା ପୁଅଙ୍କ ସମ୍ପର୍କକୁ ନେଇ ବିବାଦରେ ଥିବା ଶ୍ରୀ ପାଣିଗ୍ରାହୀଙ୍କୁ ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ କରାଯାଇଥିବା ବେଳେ ପ୍ରଦୀପ…

ଆକାଶ ପାଠକ ଠକେଇ ମାମଲା; ସ୍କାଏ କିଙ୍ଗ…

ଭୁବନେଶ୍ୱର: ଗିରଫ ହୋଇଥିବା କୋଟିପତି ଆଇଏଫଏସ ଅଫିସର ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଠକେଇ ମାମଲାରେ ପୋଲିସର ତନାଘନା ଜାରି ରହିଛି। ଏହି ମାମଲାରେ ଭୁବନେଶ୍ୱର ଟ୍ରଭେଲ ଏଜେନ୍ସି ସ୍କାଏ କିଙ୍ଗ ଅଫିସରେ ଆଜି ପହଞ୍ଚିଛି ପୋଲିସ। କାଲି ଆକାଶ ପାଠକଙ୍କ ନାଁରେ ଠକେଇ ଅଭିଯୋଗ ଆଣିଥିଲେ ସ୍କାଏ କିଙ୍ଗର…

ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚର ୨ ଜଣିଆ…

ବ୍ରହ୍ମପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ପାଠକ ବାପ ପୁଅଙ୍କ ଅଡୁଆ ବଢ଼ିବାରେ ଲାଗିଛି। ନିଜକୁ ଟାଟା ମୋଟର୍ସର ଏମ୍‌ଡି ରୂପେ ପରିଚୟ ଦେଇ ଆକାଶ ପାଠକ ଗଞ୍ଜାମ ଜିଲ୍ଲାର ବହୁ ଯୁବକ ଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ନିମନ୍ତେ ବ୍ରହ୍ମପୁରରେ…

ପ୍ରଦୀପଙ୍କୁ ବହିଷ୍କାର ଓ ଭାବୀ…

ଭୁବନେଶ୍ୱର: ବିଜେଡିରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ କରାଯାଇଛି। ବହିଷ୍କୃତ ପରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛନ୍ତି ପ୍ରଦୀପଙ୍କ ସ୍ତ୍ରୀ ସୁଜାତା ପାଣିଗ୍ରାହୀ। ଜନବିରୋଧୀ କାର୍ଯ୍ୟ କ’ଣ? ବୋଲି ସ୍ତ୍ରୀ ସୁଜାତା ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ମୋ ସ୍ୱାମୀ କ’ଣ ଜନବିରୋଧୀ କାର୍ଯ୍ୟ…

ଗିରଫ ହେଲେ ପାଠକ ବାପ-ପୁଅ

ଭୁବନେଶ୍ୱର: ଗିରଫ ହେଲେ ବାପା ପୁଅ। ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଉଭୟ ଗିରଫ ହୋଇଛନ୍ତି। ଉଭୟଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ଭିଜିଲାନ୍ସ। ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଉଭୟ ବାପା, ପୁଅ ହାଜର…