୯୭୧ କୋଟିରେ ନିର୍ମିତ ନୂଆ ସଂସଦ ଭବନ…
ଓଏଲ୍ ବ୍ୟୁରୋ: ଜାତୀୟ ରାଜଧାନୀ ଦିଲ୍ଲୀରେ ବୁଧବାର ସନ୍ଧ୍ୟାରେ ଭୀଷଣ ବର୍ଷା ହୋଇଥିଲା। ଯାହାଫଳରେ କିଛି ସ୍ଥାନରେ ପାଣି ଜମିବାର ଦେଖିବାକୁ ମିଳିଥିଲା। ଏଥିସହିତ ନୂଆ ସଂସଦ ଭବନର ପ୍ରବେଶ ଦ୍ୱାର ପର୍ଯ୍ୟନ୍ତ ଜମା ହେଉଛି ବର୍ଷା ପାଣି। କେବଳ ସେତିକି ନୁହେଁ ସଂସଦ ଭବନର ଛାତରୁ ମଧ୍ୟ ପାଣି ଗଳୁଛି। ଯାହାର…