ଧଳା ରଙ୍ଗର ଗାଉନ ପିନ୍ଧି ଆୱାର୍ଡରେ…
ମୁମ୍ବାଇ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ହେଉଛନ୍ତି କ୍ୟାଟ୍ରିନା କେଫ । ସେ ସବୁ ସମୟରେ ନିଜର ଷ୍ଟାଇନକୁ ନେଇ ଚର୍ଚ୍ଚାରେ ଥାନ୍ତି । କିଛି ଦିନ ତଳେ "ଫେମିନା ବ୍ୟୁଟି ଆୱାର୍ଡ" ସୋ'ରେ କାଟ୍ରିନା ପିନ୍ଧିଥିବା ଡ୍ରେସକୁ ନେଇ ସବୁଠି ଚର୍ଚ୍ଚା ଲାଗିରହିଛି ।
ସେ ଏକ ଧଳା ରଙ୍ଗର ନେକ ଲାଇନର ଡ୍ରେସ…