ନିଜ ବିବାହ ପ୍ରସଙ୍ଗରେ ମୁହଁ ଖୋଲିଲେ…
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଆଲିଆ ଓ ଅଭିନେତା ରଣବୀର ନିଜ ପ୍ରେମ ସମ୍ପର୍କ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଉଭୟ ପରସ୍ପରକୁ ଦୀର୍ଘ ୨ବର୍ଷ ହେବ ଡେଟ୍ କରୁଥିବା ବେଳେ ପୁଣି ଥରେ ସେମାନଙ୍କର ବିବାହକୁ କଥାବାର୍ତ୍ତା ଆରମ୍ଭ ହେଲା।
ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହ ଖବର ପୁଣିଥରେ ସାମ୍ନାକୁ ଆସିବା…