ମହିଳାଙ୍କୁ ରାତ୍ରି ସିଫ୍ଟ ପାଇଁ ଅନୁମତି
ଭୁବନେଶ୍ୱର: ମହିଳାଙ୍କୁ ରାତ୍ରି ସିଫ୍ଟ ପାଇଁ ଅନୁମତି। ବିଧାନସଭାରେ ପାରିତ ହୋଇଛି କାରଖାନା ସଂଶୋଧନ ବିଲ୍ ୨୦୨୦। ଏଣିକି କାରଖାନାରେ ରାତିରେ ମହିଳାମାନେ କାର୍ଯ୍ୟ କରିପାରିବେ।
ଏଥିସହ ବିଧାନସଭାରେ ପାରିତ ହୋଇଛି ଇଡକୋ ସଂଶୋଧନ ବିଲ୍। ଶିଳ୍ପାଞ୍ଚଳ ଭିତ୍ତିଭୂମି ସମେତ ସାମାଜିକ ଭିତ୍ତିଭୂମି ବିକାଶକୁ…