ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳା ପାଇଁ…
ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବେତନଟୀ ଉପକଣ୍ଠ ଆମ୍ବଯୋଡା ଗ୍ରାମର ନିଶାରଞ୍ଜନ ବେହେରା ଏବଂ ଗୀତା ବେହେରାଙ୍କ ବର୍ଷକର ଶିଶୁପୁତ୍ର ଜୀତ୍ ଅସୁସ୍ଥ ହେବାରୁ ତାଙ୍କୁ ରବିବାର ବେତନଟୀ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ସେଠାରୁ ତାଙ୍କୁ ବାରିପଦା ପିଆରଏମ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।…