ଆମ୍ବୁଲାନ୍ସ ଟ୍ରାଫିକ୍ ଟ୍ରାଜେଡି ମିଛ ?
ଭୁବନେଶ୍ବର: ଗତ କିଛି ଦିନ ତଳେ ଟ୍ରାଫିକ ଜାମ ପାଇଁ ଆମ୍ବୁଲାନ୍ସରେ ଥିବା ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଯେଉଁ ଅଭିଯୋଗ ହୋଇଥିଲା ତାହା ମିଛ ବୋଲି କମିଶନରେଟ ପୁଲିସ ପରୋକ୍ଷରେ କହିଛି। ଘଟଣା ଦିନର ଆମ୍ବୁଲାନ୍ସ ଟାଇମିଂ ଦେଇ କମିଶନରେଟ ପୁଲିସ ଏହାକୁ ମିଛ ବୋଲି ଦର୍ଶାଇଛି। ଆମ୍ବୁଲାନ୍ସଟି ଘଟଣା ଦିନ …