ସରିଗଲା ଆମ୍ବୁଲାନ୍ସର ତେଲ: ମା’…
ବାରିପଦା: ଆମ୍ବୁଲାନ୍ସରେ ତେଲ ସରିଯିବାରୁ ମା ଓ ଗର୍ଭସ୍ଥ ଛୁଆର ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଅଧା ରାସ୍ତାରେ ତେଲ ସରିଯିବାରୁ ରାସ୍ତା ମଝିରେ ମା ଓ ଛୁଆଙ୍କ ମୃତୁ୍ୟ ହୋଇଛି। ବାରିପଦା ମେଡିକାକୁ ଆସୁଥିବାବେଳେ କୁଳିଅଣା ନିକଟରେ ଉଭୟଙ୍କ ମୃତୁ୍ୟ ହୋଇଛି ।
ସୂଚନାଯୋଗ୍ୟ, ହାଣିଦା…