Odisha Link
Bridging the Missing Links in Odisha
Browsing Tag

America-Iran

ଆମେରିକା ଦୂତାବାସ ଉପରେ ପୁଣି ରକେଟ ମାଡ

ବାଗଦାଦ୍‌ : ଇରାନ୍‌ ସେନାର କମାଣ୍ଡର କାସିମ ସୁଲୋମାନିଙ୍କୁ ଆମେରିକା ହତ୍ୟା କରିବା ପରେ ଇରାନ ପ୍ରତିଷୋଧ ପରାୟଣ ହୋଇ ପହିଛି ଓ ବାରମ୍ବାର ରକେଟ ଆକ୍ରମଣ କରୁଛି। ଗତକାଲି ବିଳମ୍ବିତ ରାତିରେ ବଗଦାଦ୍‌ରେ ଥିବା ଆମେରିକା ଦୂତାବାସ ନିକଟରେ ଇରାନ ସେନା ରକେଟ ମାଡ କରିଛି। ଏହି ଆକ୍ରମଣରେ ହୋଇଥିବା…

ଆମେରିକା ସେନା ଉପରେ ପୁଣି ଇରାନର ରକେଟ୍…

ବାଗଦାଦ : ଇରାକର ବିମାନଘାଟିରେ ରହୁଥିବା ଆମେରିକା ସେନା ଛାଉଣୀ ଉପରେ ଗତକାଲି ଇରାନ ପକ୍ଷରୁ ରକେଟ ମାଡ କରାଯାଇଛି। ଏଏଫପି ସମ୍ବାଦ ସରବରାହ ସଂସ୍ଥା ଅନୁସାରେ ଇରାନ ପକ୍ଷରୁ ଇରାକର ଏୟାରବେସ ଉପରେ ରବିବାର ୪ଟି ରକେଟ ଆକ୍ରମଣ କରାଯାଇଛି ।ଏହି ଆକ୍ରମଣରେ କ୍ଷୟକ୍ଷତି ତଥା ମୃତାହତଙ୍କ ସଂପର୍କରେ କିଛି…

ସୁଲେମାନଙ୍କ ବ୍ୟତୀତ ଆଉ କାହାକୁ…

ଓ୍ଵାସିଂଟନ୍‌: ଜାନୁଆରି ୩ ତାରିଖରେ ବାଗ୍‌ଦାଦ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ପୋର୍ଟରେ ଯୁକ୍ତରାଷ୍ଟ୍ର ଆମେରିକାର ଡ୍ରୋନ୍‌ ଆକ୍ରମଣରେ କମାଣ୍ଡର୍‌ କାଶିମ୍‌ ସୁଲେମାନିଙ୍କର ମୃତ୍ୟୁ ଘଟିଥିଲା। ଡ୍ରୋନ୍‌ରୁ ରକେଟ୍‌ ନିକ୍ଷେପ କରି ସୁଲେମାନିଙ୍କୁ ହତ୍ୟା କରାଯିବା ଦିନ ଆମେରିକୀୟ ସେନା ଅନ୍ୟ ଜଣେ…

ଆମେରିକା ଶାନ୍ତି ଚାହେଁ : ଟ୍ରମ୍ପ

ୱାଶିଂଟନ୍‌ : ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଯୁଦ୍ଧର ରୂପ ନେବାକୁ ଯାଇଥିବା ବେଳେ ଟ୍ରମ୍ପଙ୍କ ମନ୍ତବ୍ୟ ଯୁଦ୍ଧ ଆଶଙ୍କାକୁ ଟାଳି ଦେଇଛି। ସଂଯମତା ଦେଖାଇଛନ୍ତି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ । ଇରାନ ପକ୍ଷରୁ ଇରାକରେ ଥିବା ଆମେରିକାର ଏୟାରବେସ ଉପରେ କ୍ଷେପଣାସ୍ତ୍ର ମାଡ ପରେ ଟ୍ରମ୍ପ କହିଛନ୍ତି…

ପୁଣି ଆକ୍ରମଣ କଲା ଇରାନ

ନୂଆଦିଲ୍ଳୀ: ଇରାନର କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନୀଙ୍କ ହତ୍ୟାକୁ ନେଇ ଆମେରିକା ଉପରେ ପୁଣି ଆକ୍ରମଣ କରିଛି ଇରାନ । ଇରାନ ଇରାକ୍ ସ୍ଥିତ ଆମେରିକାର ଦୂତାବାସ ଭପରେ ପୁଣି ରକେଟ୍ ମାଡ଼ କରିଛି । ଏହି ସମ୍ପର୍କରେ ସ୍ପଷ୍ଟ କରିଛି ଇରାକ ସେନା। ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ଘଟି ନାହିଁ । ତେବେ…

ଇରାନର ଦାବି: ୮୦ ‘ଆମେରିକୀୟ ଆତଙ୍କବାଦୀ’…

ଦୁବାଇ: ଇରାକ୍‌ସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଏୟାର୍‌ବେସ୍‌ ଉପରେ ୧୫ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ ଅନ୍ୟୂନ ୮୦ ଜଣ ‘ଆମେରିକୀୟ ଆତଙ୍କବାଦୀ’ ନିହତ ହୋଇଥିବା କଥା ବୁଧବାର ଦିନ ଇରାନ୍‌ର ସରକାରୀ ଟେଲିଭିଜନ୍‌ କହିଛି। କୌଣସି ଗୋଟିଏ ହେଲେ କ୍ଷେପଣାସ୍ତ୍ରକୁ…

ଆମେରିକା ବାୟୁସେନା ଘାଟିରେ ଇରାନର…

ବାଗଦାଦ: ଆମେରିକାର ଅକ୍ରମଣରେ ଇରାନ ସେନା କୁଦ୍‌ସ ଫୋର୍ସର ମୁଖ୍ୟ କମାଣ୍ଡର କାସିମ୍ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି ଇରାନ। ଆମେରିକା ଇରାନ ଉପରେ କରିଥିବା ଆକ୍ରମଣର କଡ଼ା ଜବାଦ ଦେଇ ଇରାନ। ଇରାକରେ ଥିବା ଆମେରିକାର ୨ଟି ବାୟୁସେନା ଘାଟି ଉପରେ ଇନରାନ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତିରେ…

ସୁଲେମାନୀଙ୍କ ଅନ୍ତିମ ଶୋଭାଯାତ୍ରାରେ ୩୫…

ତେହେରାନ: ଆମେରିକାର ଏୟାର ଷ୍ଟ୍ରାଇକରେ ଆକ୍ରମଣରେ ନିହତ ଇରାନର ମେଜର ଜେନାରାଲ କସିମ ସୁଲେମାନୀଙ୍କ ଅନ୍ତିମ ସଂସ୍କାର ଶୋଭାଯାତ୍ରାରେ ଘଟିଛି ବଡ ଅଘଟଣ। ଅନ୍ତିମ ଶୋଭାଯାତ୍ରା ବେଳେ ଦଳାଚକଟା କାରଣରୁ ବର୍ତ୍ତମାନ ସୁଦ୍ଧା ଏଥିରେ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୮ରୁ ଅଧିକ ଆହତ ହୋଇଛନ୍ତି। ଇରାନର…

ମୁହାଁମୁହିଁ ହେଲେ ଆମେରିକା-ଇରାନ,…

ନୂଆଦିଲ୍ଲୀ: ଆମେରିକା- ଇରାନ ମୁହାଁମୁହିଁ ବିଶ୍ଵର ତୈଳ ବଜାରକୁ ପ୍ରଭାବିତ କରିଛି।ଭାରତରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ନୂଆବର୍ଷ ଦିନ ତୈଳଦର ସ୍ଥିର ଥିବାବେଳେ ଗୁରୁବାର ଏବଂ ଶୁକ୍ରବାର ତୈଳଦର ବୃଦ୍ଧି ପାଇଛି। ଆମେରିକା ଶୁକ୍ରବାର ଇରାକ୍‌ର ବାଗଦାଦସ୍ଥିତ ଏକ ବିମାନବନ୍ଦରରେ ଡ୍ରୋନ ଆକ୍ରମଣ…