Odisha Link
Bridging the Missing Links in Odisha
Browsing Tag

AMERICA

ଆମେରିକା ରାଜନୀତିରେ କମ୍ପନ

ଓଏଲ୍‌ ବ୍ୟୁରୋ: ଆମେରିକା ରାଜନୀତିରେ ହଟଚମଟ । ଗିରଫ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ୍‌ସଙ୍କ ସହ ସଂପର୍କ ଏବଂ ତାଙ୍କୁ ଅନୁଚିତ ଭାବେ ବିପୁଳ ଅର୍ଥ ପ୍ରଦାନ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ…

ନ୍ୟୁୟର୍କରେ ଜରୁରୀକାଳୀନ ପରିସ୍ଥିତି…

ଓଏଲ୍‌ ବ୍ୟୁରୋ : ନ୍ୟୁୟର୍କରେ ୪୫ଡିଗ୍ରୀ ତଳକୁ ପାରଦ ଖସିବାରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଲକ୍ଷ ଲକ୍ଷ ଲୋକ ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ଏବେ ଶୀତରେ ପ୍ରଭାବିତ ହୋଇଛନ୍ତି। ଖ୍ରୀଷ୍ଟମାସ ପାଇଁ ଲୋକମାନେ ଅନେକ କିଛି ଯୋଜନା କରିଥିବା ବେଳେ ଅଧିକ ଶୀତ କାରଣରୁ ଘରେ ରହିବାକୁ ବାଧ୍ୟ…

ମାସ୍କ ମୁକ୍ତ ହେଲା ଆମେରିକା

ନୂଆଦିଲ୍ଲୀ: ମାସ୍କ ମୁକ୍ତ ହେଲା ଆମେରିକା। ସାରା ବିଶ୍ୱ କରୋନାରେ ମହାମାରୀକୁ ମାତ ଦେବା ପାଇଁ ମାସ୍କ ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଦ୍ୱିତୀୟ ଦେଶଭାବେ ମାସ୍କ ମୁକ୍ତ ହେଲା ଆମେରିକା। ଆମେରିକାରେ ମାସ୍କ ଓ ସାମାଜିକ ଦୂରତା ଜରୁରୀ ନୁହେଁ। ଆମେରିକାବାସୀଙ୍କୁ ମାସ୍କ ପିନ୍ଧିବା…

ଭାରତରୁ ଆମେରିକାକୁ ପ୍ରବେଶ ଉପରେ ଲାଗିଲା…

ନୂଆଦିଲ୍ଲୀ: ଭାରତରୁ ଆମେରିକାକୁ ପ୍ରବେଶ ଉପରେ ଲାଗିଲା କଟକଣା। ଆସନ୍ତା ମଙ୍ଗଳବାର ମଧ୍ୟ ରାତ୍ରୀରୁ ଭାରତରୁ ଆମେରିକାକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଭାରତରେ କରୋନାର ନୂଆ ପ୍ରଜାତିର ସଂକ୍ରମଣରୁ ରୋକିବା ପାଇଁ ଏଭଳି ପଦକ୍ଷେପ ଘୋଷଣା କରିଛନ୍ତି ବାଇଡେନ୍ ସରକାର। ଆମେରିକା ସେଂଟର ଫର ଡିଜିଜ…

ସଫଳ ହେଲା ‘ନାସା’ର ମଙ୍ଗଳ ମିଶନ୍

ନୂଆଦିଲ୍ଲୀ: ଇତିହାସ ରଚିଲା ଆମେରିକାର ନାସା । ସଫଳ ହୋଇଛି ‘ନାସା’ର ମଙ୍ଗଳ ମିଶନ୍। ଦୀର୍ଘ ୭ ମାସର ଯାତ୍ରା କରିବା ପରେ ମଙ୍ଗଳ ଗ୍ରହରେ ଓହ୍ଲାଇଛି ନାସାର ଏହି ରୋଭର। ଗୁରୁବାର ରାତି ୨ଟା ୨୫ ମିନିଟରେ ଏହି ରୋଭର ଅବତରଣ କରିଥିଲା। ରୋଭର ଲ୍ୟାଣ୍ଡ କରିବା ମାତ୍ରେ କାଲିଫର୍ଣ୍ଣିଆସ୍ଥିତ ଜେଟ୍ ପ୍ରପଲସନ୍…

ନବଜାତ ଶିଶୁ ବୟସ ୨୭ ବର୍ଷ, ଜାଣନ୍ତୁ…

ନବଜାତ ଶିଶୁ ବୟସ ୨୭ ବର୍ଷ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆମେରିକାରେ ଏଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ପିଲାଟି ନବଜାତ ହୋଇଥିଲା ବେଳେ ପିଲାଟିର ବୟସ ଭ୍ରୁଣର ଏକ ନିର୍ଦ୍ଧିଷ୍ଟ ସମୟକୁ ନେଇ ଏହି ହିସାବ କରାଯାଇଛି। ଅକ୍ଟୋବର ୧୯୯୨ରେ ମଲ୍ଲି ନାମକ ଜଣେ ବ୍ୟକ୍ତିଙ୍କ…

ଭାରତକୁ ୯୦ ମିଲିିୟନ ଡଲାରର ସାମରିକ…

ୱାଶିଂଟନ୍‌: ଭାରତକୁ ୯୦ ମିଲିିୟନ ଡଲାରର ସାମରିକ ଉପରକଣ ବିକିବ ଆମେରିକା। ସି-୧୩୦ଜେ ସୁପର ହର୍କ୍ୟୁଲସ୍‌ ସାମରିକ ପରିବହନ ବିମାନ ସମେତ ୯୦ ମିଲିିୟନ ଡଲାରର ଅନ୍ୟାନ୍ୟ ସାମରିକ ଉପରକଣ ଭାରତକୁ ବିକ୍ରୟ କରିବା ପାଇଁ ଆଜି ଅନୁମୋଦନ ଦେଇଛି ଆମେରିକା। ଏହି ପ୍ରସ୍ତାବିତ ବିକ୍ରୟ ଆମେରିକା-ଭାରତ ମଧ୍ୟରେ…

ଟ୍ରମ୍ପଙ୍କ ଜିଦି ପାଇଁ ପରିବାରରେ ଫାଟ!

ଓ୍ବାଶିଂଟନ୍: ଆମେରିକାରେ ସରିଛି ରାଷ୍ଟ୍ରପତି ନିର୍ବାଚନ। ହେଲେ ଫଳାଫଳକୁ ନେଇ ଖୁସି ନାହାନ୍ତି ଡ୍ରୋନାଲ୍ଡ ଟ୍ରମ୍ପ୍। ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ। ଅନ୍ୟପଟେ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ଦ୍ବିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଭାବେ ଦେଖିବା…

ବିଜୟ ପଥେ ବାଇଡେନ୍

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଦୁଇଦିନ ଧରି ଭୋଟ ଗଣତି ଜାରି ରହିଥିବା ବେଳେ ଡେମାକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇଛି। ମୋଟ ୫୩୮ ଇଲେକ୍ଟୋରାଲ କଲେଜ ମଧ୍ୟରୁ ଏଯାବତ୍‌ ୪୭୮ଟିରେ ଫଳାପଳ ଘୋଷଣା ସରିଲାଣି। ଆମେରିକାର ରାଷ୍ଟ୍ରପତି ପଦ ପାଇଁ ୨୭୦…

ଭାରତ-ଆମେରିକା ମଧ୍ୟରେ ଆଜି ୨+୨…

ନୂଆଦିଲ୍ଲୀ : ଭାରତ ଓ ଆମେରିକା ମଧ୍ୟରେ ଦିଲ୍ଲୀରେ ଟୁ ପ୍ଲସ ଟୁ ମନ୍ତ୍ରୀ ସ୍ତରୀୟ ବୈଠକ ଚାଲିଛି । ସୋମବାର ଉଭୟ ଦେଶର ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରାଳୟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି, ଯେଉଁଥିରେ ଉଭୟ ଦେଶର କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଆଲୋଚନା ପୂର୍ବରୁ ଉଭୟ ଦେଶ ମଧ୍ୟରେ ସୈନ୍ୟ…