ଭାରତ-ଚୀନ ବିବାଦ, ଆଗକୁ ଆସିଲା ଆମେରିକା
ନୂଆଦିଲ୍ଲୀ: ଭାରତ-ଚୀନ ସୀମାନ୍ତରେ ଗମ୍ଭୀର ସ୍ଥିତି ଉପୁଜିଛି। ବାରମ୍ବାର ଭାରତର ସୀମାକୁ ଅତିକ୍ରମ କରୁଛି ଚୀନ। ଭାରତୀୟ ସେନାର ବାରମ୍ବାର ଚେତାବନୀ ପରେ ମଧ୍ୟ ସୁଧୁରୁନି ଚୀନ। ଅରୁଣାଚଳ ପ୍ରଦେଶରେ ବାରମ୍ବାର ସୀମା ଉଲଙ୍ଘନ କରୁଛି ଚୀନ। ଦୁଇ ଦେଶ ଏକ ପ୍ରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏପରି…