Odisha Link
Bridging the Missing Links in Odisha
Browsing Tag

Amit Shah

ଓଡ଼ିଶାରେ ପାଖାପାଖି ୧୬ଟି ଲୋକସଭା ଆସନରେ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ଲହର। ଦେଶରେ ଲୋକସଭା ନିର୍ବାଚନ ହେଉଥିବା ବେଳେ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଯାହାଫଳରେ ସାରା ଦେଶର ନଜର ଓଡ଼ିଶା ଉପରେ ରହିଛି। ବିଶେଷଭାବେ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଓ ୨ ଜାତୀୟ ଦଳ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ…

ଶାହଙ୍କ ବିକୃତ ଭିଡିଓ ମାମଲା: ତେଲଙ୍ଗାନା…

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିକୃତ ଭିଡିଓ ମାମଲା। ବିକୃତ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କ ସମେତ ସମୁଦାୟ ୮ ଜଣଙ୍କୁ ନୋଟିସ ଜାରି କରାଯାଇଛି। ସମସ୍ତଙ୍କୁ ପଚରାଉଚରା ନିମନ୍ତେ ଦିଲ୍ଲୀ ଡକାଯାଇଥିବା ବେଳେ…

୫ ବର୍ଷରେ ଓଡ଼ିଶାକୁ ଦେଶରେ ନମ୍ବର-୧…

ଓଏଲ୍‌ ବ୍ୟୁରୋ: ସୋନପୁର ମାଟିରୁ ନିର୍ବାଚନ ବିଗୁଲ ଫୁଙ୍କିଲେ ଭାରତୀୟ ଜନତା ପାର୍ଟିର ଚାଣକ୍ୟ ଅମିତ ଶାହ। ଓଡ଼ିଶାରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ସୋନପୁର ମାଟିରୁ ଶାହଙ୍କ ରଣହୁୁଙ୍କାର। ଜୟ ଜଗନ୍ନାଥ କହି ଜନସଭାକୁ ସମ୍ବୋଧନ କରିଥିଲେ ଅମିତ ଶାହ। ଏଥିସହିତ ରାଜ୍ୟ ସରକାରଙ୍କ ଉପରେ…

କାହିଁକି ହେଲାନି ବିଜେଡି-ବିିଜେପି ମେଣ୍ଟ…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ରାଜ୍ୟରେ ବଢ଼ିଚାଲିଛି ତାପମାତ୍ରା। ସେହିପରି ରାଜ୍ୟ ରାଜନୀତିର ପାରା ଊପରମୁହାଁ ହେବା ସହିତ ଉଷ୍ମ ହେବାରେ ଲାଗିଛି। ଦେଶର ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିିର୍ବାଚନ ଓ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଛି। ଏସବୁ ମଧ୍ୟରେ…

ମେଣ୍ଟ ସମ୍ପର୍କରେ ଅମିତ ଶାହଙ୍କ ବଡ଼ ବୟାନ

ଓଏଲ୍‌ ବ୍ୟୁରୋ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ନିର୍ବାଚନ କମିଶନର ଘୋଷଣା କରିବା ନିର୍ବାଚନ ତାରିଖ। ହେଲେ ଏବେ ସୁଦ୍ଧା ଓଡ଼ିଶାରେ ବିଜେଡି-ବିଜେପି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ଚର୍ଚ୍ଚା ଥମୁନାହିଁ। ଏହାରିମଧ୍ୟରେ ବିଜେପିର ଚାଣକ୍ୟ ଭାବେ ପରିଚିତ ତଥା ଗୃହମନ୍ତ୍ରୀ ଅମିତ ଶାହ ମେଣ୍ଟ…

ମୁସଲିମ୍‌ ବିରୋଧୀ ନୁହେଁ CAA: ଅମିତ ଶାହ

ଓଏଲ୍‌ ବ୍ୟୁରୋ: ଦେଶରେ ଲାଗୁ ହୋଇସାରିଛି ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)। ଆଉ ଏହି ପ୍ରସଙ୍ଗରେ ଏବେ ବି ରାଜନୀତି ଦେଶରେ ଲାଗି ରହିଛି। ଏସବୁ ମଧ୍ୟରେ ସିଏଏ ପ୍ରସଙ୍ଗରେ ଅମିତ ଶାହ ନିଜର ପ୍ରତିକ୍ରିୟା ରଖିଛନ୍ତି। ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ଏକ ସାକ୍ଷାତକାର ଦେଇ ସିଏଏ ପ୍ରସଙ୍ଗରେ ମତ ରଖିଛନ୍ତି…

ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ…

ଓଏଲ୍‌ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ବିଜେପି ୧୯୫ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଯେଉଁଥିରେ ୩୪ ଜଣ କେନ୍ଦ୍ରମନ୍ତ୍ରୀ, ୫୦- ବର୍ଷରୁ କମ ୪୭ ଜଣ ଅଛନ୍ତି ଯୁବବର୍ଗର ପ୍ରାର୍ଥୀ ରହିଛନ୍ତି ।…

୨୦୨୪ ନିର୍ବାଚନ ପୂର୍ବରୁ ଲାଗୁ ହେବ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ସମ୍ପର୍କରେ ସେ କହିଛନ୍ତି, ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ କାର୍ଯ୍ୟକାରି କରିବା ପାଇଁ ବିଜ୍ଞପ୍ତି ଜାରି କରାଯିବ । ୨୦୧୯ ପୂର୍ବରୁ ଏହି ଆଇନ…

ସଂସଦରେ ଉଠିଲା ଗମାଙ୍ଗଙ୍କ କଥା,…

ଓଏଲ୍‌ ବ୍ୟୁରୋ: ଅନାସ୍ଥା ପ୍ରସ୍ତାବକୁ ନେଇ ଲୋକସଭାରେ ଚାଲିଛି ବିତର୍କ। ଏହାରି ମଧ୍ୟରେ ଆଜି ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହ ବିବୃତି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଶାସନ ସମୟରେ ହୋଇଥିବା ସଫଳତା ବିଷୟରେ କହିବା ସହିତ ପୂର୍ବରୁ ବିଜେପି ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବିଷୟରେ କହିଛନ୍ତି…

ଭାଗ ଭାଗ ହୋଇଯିବ ବିଜେଡି: କଂଗ୍ରେସ…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଯେଉଁ ମହାଡ୍ରାମା ଚାଲିଛି ତାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମହାରାଷ୍ଟ୍ର…