Odisha Link
Bridging the Missing Links in Odisha
Browsing Tag

Anandapur

ମାରାଣାସ୍ତ୍ର ଦେଖାଇ ଲୁଟ୍

ଆନନ୍ଦପୁର: ପରିବାର ସଦସ୍ୟଙ୍କୁ ମାରାଣାସ୍ତ୍ର ଦେଖାଇ ଲୁଟ୍। ଏହା କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କେଶଦୁରାପାଳ ଗାଁରେ ଘଟିଛି। ରଙ୍କନାଥ ମହାରଣାଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେ ୪ ଜଣ ଦୁର୍ବୃତ୍ତ ପଶି ଲୁଟିଥିଲେ। ସେହି ସମୟରେ ଦୁର୍ବୃତ୍ତଙ୍କୁ ବିରୋଧ କରିବାକୁ ଯାଇ ମାରଣାସ୍ତ୍ରର ଆକ୍ରମଣର…

ଟ୍ରାକ୍ଟର ମାଲିକଙ୍କୁ ମାଡ଼ ଅଭିଯୋଗରେ…

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ରାମଚନ୍ଦ୍ରପୁର ଥାନା ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି । ଅଭିଯୋଗକାରୀ ଏସପିଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ।ପୋଲିସ ଏହାର ତଦନ୍ତ କରୁଛି । ସୂଚନାଅନୁସାରେ , ଗତକାଲି ଥାନାର ଏସ୍ଆଇ ବିଶ୍ୱଜିତ ବେହେରା, ବେଆଇନ ବାଲି ଚାଲାଣ ଅଭିଯୋଗରେ ଜଣେ ଟ୍ରାକ୍ଟର ମାଲିକ…

ଆଜି ଆନନ୍ଦପୁର ଗସ୍ତରେ ଯିବେ…

ଆନନ୍ଦପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନନ୍ଦପୁର ଗସ୍ତ ଯିବେ। ମୁଖ୍ୟମନ୍ତ୍ରୀ ଏହି ଗସ୍ତ କାର୍ଯ୍ୟକ୍ରମରେ ବୈତରଣୀ ନଦୀର ଆନନ୍ଦପୁର ଠାରେ ନିର୍ମିତ ବହୁ ପ୍ରତିକ୍ଷିତ ଆନନ୍ଦପୁର ବ୍ୟାରେଜର ଲୋକାର୍ପଣ କରିବେ। ଏହାସହ ୧୧ ଟି ପାନୀୟଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପରିବେ। ପରେ…

ମହିଳା ପୋଲିସ ଅଧିକାରୀଙ୍କୁ ମାଡ଼

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ପଦନପୁର ଗାଁରେ ସ୍ବାମୀ-ସ୍ତ୍ରୀ ଝଗଡାର ସମାଧାନ ପାଇଁ ଯାଇଥିବା ପୋଲିସ ଉପରେ ଆକ୍ରମଣ ହୋଇଛି। ଆକ୍ରମଣରେ ଘସିପୁରା ଥାନା ମହିଳା ସବ୍ ଇନ୍ସପେକ୍ଟର ଅନୁରାଧା ସେଠୀ ଆହତ ହୋଇଛନ୍ତି। ଜଣେ ଯୁବକ ଅନୁରାଧାଙ୍କ ମୁହଁକୁ ମୁଥା ମାରିଥିବାରୁ ସଂପୃକ୍ତ ଯୁବକ ବିରୋଧରେ…

ଅଙ୍ଗନବାଡ଼ିରେ ଶିଶୁକୁ ଓଲଟା କରି ମାଡ଼

ଆନନ୍ଦପୁର: ଅଙ୍ଗନବାଡ଼ିରେ ଦୁଇ ଶିଶୁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଅଙ୍ଗନବାଡ଼ି କର୍ମୀ ଜଣଙ୍କ ରୋଷେଇରେ ବ୍ୟସ୍ତ ଥିବାବେଳେ ଏହାର ସୁଯୋଗ ନେଇ ଝଗଡ଼ା ହେଉଥିବା ଦୁଇ ଶିଶୁଙ୍କ ମଧ୍ୟରୁ ଜଣେ ଘରକୁ ‌ଯାଇ ବାପାଙ୍କୁ ଡାକି ଆଣିଥିଲା। ସମ୍ପୃକ୍ତ ଶିଶୁର ବାପା କିଛି ବୁଝିବା‌ ବଦଳରେ ଅନ୍ୟ…